ନବ ଦାସଙ୍କର ହୋଇନଥିଲା ECG ! || Naba Das Murder Case |
#ନବଙ୍କର_ହୋଇନଥିଲା_ECG! ନବ ଦାସ ହତ୍ୟା ମାମଲା...ସାମ୍ନାକୁ ଆସିଲା ନବ ଦାସଙ୍କ ଚିକିତ୍ସା ଖର୍ଚ୍ଚର ହିସାବ...ଆପୋଲୋରେ ହୋଇଥିଲା ନବଙ୍କ ଚିକିତ୍ସା...୨ ଘଣ୍ଟାରେ ୨ଲକ୍ଷ ୩୦ହଜାର ଟଙ୍କା ଖର୍ଚ୍ଚ...ସନ୍ଧ୍ୟା ୫ଟା ୨୬ରୁ ୭ଟା ୩୦ଯାଏଁ ଚାଲିଥିଲା
#ନବଙ୍କର_ହୋଇନଥିଲା_ECG!
ନବ ଦାସ ହତ୍ୟା ମାମଲା...ସାମ୍ନାକୁ ଆସିଲା ନବ ଦାସଙ୍କ ଚିକିତ୍ସା ଖର୍ଚ୍ଚର ହିସାବ...ଆପୋଲୋରେ ହୋଇଥିଲା ନବଙ୍କ ଚିକିତ୍ସା...୨ ଘଣ୍ଟାରେ ୨ଲକ୍ଷ ୩୦ହଜାର ଟଙ୍କା ଖର୍ଚ୍ଚ...ସନ୍ଧ୍ୟା ୫ଟା ୨୬ରୁ ୭ଟା ୩୦ଯାଏଁ ଚାଲିଥିଲା