ନବୀନ ଓ ପାଣ୍ଡିଆନଙ୍କ ପାଖେ କେତେ କଳା ଧନ ଅଛି ?

ବିଜେଡି ସରକାର ସମୟରେ ଚାଲିଥିଲା ଖୁଲମଖୁଲା ଦୁର୍ନୀତି। ଆଜି ଏମିତି କହିଛନ୍ତି ବିଜେପି ନେତା ଅନୀଲ ବିଶ୍ୱାଳ। 

ନବୀନ ଓ ପାଣ୍ଡିଆନଙ୍କ ପାଖେ କେତେ କଳା ଧନ ଅଛି ?

ବିଜେଡି ସରକାର ସମୟରେ ଚାଲିଥିଲା ଖୁଲମଖୁଲା ଦୁର୍ନୀତି। ଭିଜିଲାନ୍ସ ଚଢ଼ଉ ବେଳେ ବିଜେଡି ସରକାରରେ ଚାଲିଥିବା ଦୁର୍ନୀତିର ପ୍ରମାଣ ମିଳୁଛି। ପୂର୍ବ ସରକାର ସମୟରେ ଚିଫ୍ ଇଞ୍ଜିନିୟର, ଆଡିସିନାଲ ଚିଫ୍‌ ଇଞ୍ଜିନୟର, ଓଏଏସ ଅଫିସର ମାନଙ୍କୁ ଧରୁନଥିଲା ଭିଜିଲାନ୍ସ। ଆଜି ଏମିତି କହିଛନ୍ତି ବିଜେପି ନେତା ଅନୀଲ ବିଶ୍ୱାଳ।