ନବୀନ ନିବାସରେ ଅଭିନେତା ଓ ଅଭିନେତ୍ରୀଙ୍କ ମେଳି: ବିଜେଡି ପାଇଁ କରିବେ ପ୍ରଚାର

ନିର୍ବାଚନ ପ୍ରଚାରରେ ବିଜେଡି ଏମାନଙ୍କୁ ନିୟୋଜିତ କରିବା ପାଇଁ ଯୋଜନା କରୁଥିବା ଆଲୋଚନା ହେଉଛି।

ନବୀନ ନିବାସରେ ଅଭିନେତା ଓ ଅଭିନେତ୍ରୀଙ୍କ ମେଳି: ବିଜେଡି ପାଇଁ କରିବେ ପ୍ରଚାର

ନବୀନ ନିବାସରେ ଓଡ଼ିଆ ଫିଲ୍ମ ଅଭିନେତା ଓ ଅଭିନେତ୍ରୀଙ୍କ ମେଳି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ହଠାତ୍‌ କ’ଣ ପାଇଁ ଅଭିନେତା ଓ ଅଭିନେତ୍ରୀଙ୍କୁ ଡାକିଲା ନବୀନ ନିବାସ ? ଏହାକୁ ନେଇ ନାନା ଚର୍ଚ୍ଚା ହେଉଛି। ନିର୍ବାଚନ ପ୍ରଚାରରେ ବିଜେଡି ଏମାନଙ୍କୁ ନିୟୋଜିତ କରିବା ପାଇଁ ଯୋଜନା କରୁଥିବା ଆଲୋଚନା ହେଉଛି। ଦେଖନ୍ତୁ ପୂରା ରିପୋର୍ଟ।