ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ନେତା, ବିଧାୟକଙ୍କ ସହ ଆଶାୟୀଙ୍କ ଭିଡ
ପୁରୀ ୧୮/୦୩ : ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ନେତା । ସଂସଦୀୟ କ୍ଷେତ୍ରର ନେତାଙ୍କୁ ନବୀନ ନିବାସରୁ ଯାଇଛି ଡକରା । ପର୍ଯ୍ୟବେକ୍ଷକଙ୍କ ସହ ବିଧାୟକ ଏବଂ ଆଶାୟୀ ନେତା ଏବେ ନବୀନ ନିବାସରେ । ସୂଚନା ଥାଉକି, ଘୋଷଣା ହୋଇସାରିଛି ନିର୍ବାଚନ ତାରିଖ । ଏହା ପୁର୍ବରୁ ଚାଲିଛି ଟିକେଟ କସରତ । କାହାକୁ ମିଳିବ ଟିକେଟ କିଏ ପଡିବ ବାଦ୍ ସେନେଇ ଆରମ୍ଭ ହୋଇଛି ଅଙ୍କକଷା । ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ନେତାଙ୍କ ଗହଳି ଲାଗୁଛି ନବୀନ ନିବାସରେ । ସୁପ୍ରିମଙ୍କୁ ଡକରା ପାଇଁ ଧାଇଁ ଆସୁଛନ୍ତି ନେତା । ଏହାରି ଭିତରେ ଆଜି ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କୁ ନବୀନ ନିବାସରୁ ଡକରା ଆସିଛି । ସଂସଦୀୟ କ୍ଷେତ୍ରର ନେତାଙ୍କୁ ନବୀନ ନିବାସରୁ ଯାଇଛି ଡକରା । ସେଥିପାଇଁ ପର୍ଯ୍ୟବେକ୍ଷକଙ୍କ ସହ ବିଧାୟକ ଏବଂ ଆଶାୟୀ ନେତା ନବୀନ ନିବାସରେ ଡେରା ପକାଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଅଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ, ରୁଦ୍ର ମହାରଥୀ, ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ । You can also read...ନମ୍ବର-୧ ସମ୍ମାନ ସାଉଁଟିଲା କ୍ୟାପିଟାଲ ହସ୍ପିଟାଲ, ଏନ୍କ୍ସାସ ସହ 'ଲକ୍ଷ୍ୟ' ଓ ‘କାୟାକଳ୍ପ' ପୁରସ୍କାର
ପୁରୀ ୧୮/୦୩ : ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ନେତା । ସଂସଦୀୟ କ୍ଷେତ୍ରର ନେତାଙ୍କୁ ନବୀନ ନିବାସରୁ ଯାଇଛି ଡକରା । ପର୍ଯ୍ୟବେକ୍ଷକଙ୍କ ସହ ବିଧାୟକ ଏବଂ ଆଶାୟୀ ନେତା ଏବେ ନବୀନ ନିବାସରେ ।
ସୂଚନା ଥାଉକି, ଘୋଷଣା ହୋଇସାରିଛି ନିର୍ବାଚନ ତାରିଖ । ଏହା ପୁର୍ବରୁ ଚାଲିଛି ଟିକେଟ କସରତ । କାହାକୁ ମିଳିବ ଟିକେଟ କିଏ ପଡିବ ବାଦ୍ ସେନେଇ ଆରମ୍ଭ ହୋଇଛି ଅଙ୍କକଷା । ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ନେତାଙ୍କ ଗହଳି ଲାଗୁଛି ନବୀନ ନିବାସରେ । ସୁପ୍ରିମଙ୍କୁ ଡକରା ପାଇଁ ଧାଇଁ ଆସୁଛନ୍ତି ନେତା । ଏହାରି ଭିତରେ ଆଜି ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କୁ ନବୀନ ନିବାସରୁ ଡକରା ଆସିଛି ।
ସଂସଦୀୟ କ୍ଷେତ୍ରର ନେତାଙ୍କୁ ନବୀନ ନିବାସରୁ ଯାଇଛି ଡକରା । ସେଥିପାଇଁ ପର୍ଯ୍ୟବେକ୍ଷକଙ୍କ ସହ ବିଧାୟକ ଏବଂ ଆଶାୟୀ ନେତା ନବୀନ ନିବାସରେ ଡେରା ପକାଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଅଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ, ରୁଦ୍ର ମହାରଥୀ, ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ।
You can also read...
ନମ୍ବର-୧ ସମ୍ମାନ ସାଉଁଟିଲା କ୍ୟାପିଟାଲ ହସ୍ପିଟାଲ, ଏନ୍କ୍ସାସ ସହ 'ଲକ୍ଷ୍ୟ' ଓ ‘କାୟାକଳ୍ପ' ପୁରସ୍କାର