ନବୀନ ପଟ୍ଟନାୟକ ହେବେ ବିରୋଧୀ ଦଳ ନେତା ?
ଶାସକରୁ ବିରୋଧୀ ଦଳ ହୋଇଛି ବିଜେଡି ।
କଥା ଅଛି ଯିଏ ହାରି କି ମଧ୍ୟ ବାଜି ଜିତେ ସେ ହେଉଛି ବାଜିଗର। ନବୀନ ବାବୁ ଯୁଦ୍ଧ ହାରିଯାଇଛନ୍ତି । ଏପରିକି ଦୁଇଟି ସ୍ଥାନରୁ ନିର୍ବାଚନ ଲଢୁଥିଲେ ମଧ୍ୟ ଗୋଟିଏ ସ୍ଥାନରୁ ହାରିଛନ୍ତି ଆଉ ଗୋଟିଏ ସ୍ଥାନରେ ଅଳ୍ପ ଭୋଟରେ ବିଜୟୀ ହୋଇଛନ୍ତି। ନିର୍ବାଚନରେ ବିଜେଡିର ବିଧାନସଭା ଏବଂ ଲୋକସଭାରେ ଶୋଚନୀୟ ପରାଜୟ ହୋଇଛି। ନିର୍ବାଚନ ହାରିବା ପରେ ରାଜ୍ୟର ଦ୍ୱିତୀୟ ବୃହତ୍ତମ ରାଜନୈତିକ ଦଳର ମୁଖିଆ ହେଉଛନ୍ତି ନବୀନ ପଟ୍ଟନାୟକ। ଦେଖନ୍ତୁ ପୂରା ରିପୋର୍ଟ।