ନବୀନ ପଟ୍ଟନାୟକଙ୍କ ହାତରେ ରାଖୀ ବାନ୍ଧି ଏମିତି କହିଲେ ଲେଖାଶ୍ରୀ
ଭୁବନେଶ୍ୱର,୧୯।୮: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ଦିନରେ ଭାଇ ହାତରେ ରାଖୀ ବାନ୍ଧି ଶୁଭ ମନାସୁଛନ୍ତି ଭଉଣୀ। ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରାଖୀ ବାନ୍ଧିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ନବୀନଙ୍କ ରାଖୀ ବାନ୍ଧିବା ବେଳର ଫଟୋ ଶେୟାର କରି ସେ ଲେଖିଛନ୍ତି,ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସାଢେ ଚାରି କୋଟି ଓଡିଆଙ୍କ ମୁରବୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ରାକ୍ଷୀ ବାନ୍ଧିବାର ସୁଯୋଗ ପାଇ ଆନନ୍ଦିତ ହେଲି l […] The post ନବୀନ ପଟ୍ଟନାୟକଙ୍କ ହାତରେ ରାଖୀ ବାନ୍ଧି ଏମିତି କହିଲେ ଲେଖାଶ୍ରୀ appeared first on Dharitri Odia News.
ଭୁବନେଶ୍ୱର,୧୯।୮: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ଦିନରେ ଭାଇ ହାତରେ ରାଖୀ ବାନ୍ଧି ଶୁଭ ମନାସୁଛନ୍ତି ଭଉଣୀ। ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରାଖୀ ବାନ୍ଧିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ନବୀନଙ୍କ ରାଖୀ ବାନ୍ଧିବା ବେଳର ଫଟୋ ଶେୟାର କରି ସେ ଲେଖିଛନ୍ତି,ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସାଢେ ଚାରି କୋଟି ଓଡିଆଙ୍କ ମୁରବୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ରାକ୍ଷୀ ବାନ୍ଧିବାର ସୁଯୋଗ ପାଇ ଆନନ୍ଦିତ ହେଲି l
ଏହାପୂର୍ବରୁ ରାଖୀ ପୂର୍ଣ୍ଣିମାରେ ନବୀନ ନିବାସରେ ଭିଡ଼ ଜମିଥିଲା। ସ୍କୁଲ, କଲେଜ ଛାତ୍ରୀମାନେ ନବୀନ ପଟ୍ଟନାୟକଙ୍କୁ ରାଖୀ ବାନ୍ଧିଥିଲେ। ଏହାସହ ବିଭିନ୍ନ ଅନୁଷ୍ଠାନର ସଦସ୍ୟା ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସ ରାଖୀ ବାନ୍ଧିଥିଲେ। ଏହାର ପ୍ରତିବଦଳରେ ନବୀନ ଉପହାର ଦେବା ସହ ଶୁଭେଚ୍ଛା ଜଣାଇଲେ।
#Rakhshabandhan with @Naveen_Odisha ji….blessed and delighted !!!
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସାଢେ ଚାରି କୋଟି ଓଡିଆଙ୍କ ମୁରବୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ରାକ୍ଷୀ ବାନ୍ଧିବାର ସୁଯୋଗ ପାଇ ଆନନ୍ଦିତ ହେଲି l pic.twitter.com/NR7dBcRRQq
— Lekha Samantsinghar (@DrLekhaShree) August 19, 2024
The post ନବୀନ ପଟ୍ଟନାୟକଙ୍କ ହାତରେ ରାଖୀ ବାନ୍ଧି ଏମିତି କହିଲେ ଲେଖାଶ୍ରୀ appeared first on Dharitri Odia News.