ନବୀନ-ପାଣ୍ଡିଆନ ଯୋଡ଼ି, ତାମିଲନାଡୁରୁ ପାଇଲେ କ’ଣ?|| BADAKHABAR TV
ଚାଲିଛି ବିଧାନସଭା, ନବୀନଙ୍କ ଦେଖାନାହିଁ । ତାମିଲନାଡୁ ବିମାନବନ୍ଦରରେ ନବୀନ-ପାଣ୍ଡିଆନ ଯୋଡ଼ି । କାହିଁକି ତାମିଲନାଡୁ ଯାଇଥିଲେ ନବୀନ? ରାଜ୍ୟବାସୀଙ୍କ କଥା ଚିନ୍ତା ନାହିଁ କି? ବିରୋଧୀ ଦଳ ନେତାଙ୍କ ଭୂମିକା କାହିଁକି ତୁଲାଉ ନାହାନ୍ତି? #vkp
ଚାଲିଛି ବିଧାନସଭା, ନବୀନଙ୍କ ଦେଖାନାହିଁ । ତାମିଲନାଡୁ ବିମାନବନ୍ଦରରେ ନବୀନ-ପାଣ୍ଡିଆନ ଯୋଡ଼ି । କାହିଁକି ତାମିଲନାଡୁ ଯାଇଥିଲେ ନବୀନ? ରାଜ୍ୟବାସୀଙ୍କ କଥା ଚିନ୍ତା ନାହିଁ କି? ବିରୋଧୀ ଦଳ ନେତାଙ୍କ ଭୂମିକା କାହିଁକି ତୁଲାଉ ନାହାନ୍ତି?
#vkp