ନବୀନଙ୍କ ଉଦ୍ଦେଶ୍ୟରେ ଆୟୋଜିତ କୃତଜ୍ଞତା ସଭାରେ ମୁଖ୍ୟ ଅତିଥି କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ

ଦଶପଲ୍ଲା :  ନୟାଗଡ ଜିଲ୍ଲା ଦଶପଲ୍ଲାର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ମହାବୀର ମନ୍ଦିରକୁ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ୯କୋଟି ୪୦ ଲକ୍ଷ ଟଙ୍କା ମୁଞ୍ଜୁର ପରେ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ କୃତଜ୍ଞତା ସଭା ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ । ସେହିପରି ଦଶପଲ୍ଲା ନିର୍ବାଚନ […] The post ନବୀନଙ୍କ ଉଦ୍ଦେଶ୍ୟରେ ଆୟୋଜିତ କୃତଜ୍ଞତା ସଭାରେ ମୁଖ୍ୟ ଅତିଥି କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ appeared first on KNews Odisha.

ନବୀନଙ୍କ ଉଦ୍ଦେଶ୍ୟରେ ଆୟୋଜିତ କୃତଜ୍ଞତା ସଭାରେ ମୁଖ୍ୟ ଅତିଥି କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ
founder

ଦଶପଲ୍ଲା :  ନୟାଗଡ ଜିଲ୍ଲା ଦଶପଲ୍ଲାର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ମହାବୀର ମନ୍ଦିରକୁ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ୯କୋଟି ୪୦ ଲକ୍ଷ ଟଙ୍କା ମୁଞ୍ଜୁର ପରେ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ କୃତଜ୍ଞତା ସଭା ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ । ସେହିପରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୩ ବ୍ଲକର ଅଧକ୍ଷ,ସମସ୍ତ ଜିଲ୍ଲାପରିଷଦ ଓ ସରପଞ୍ଚ, ସମିତିସଭ୍ୟ ସମେତ ହଜାର ହଜାର କର୍ମୀ ଉପସ୍ଥିତ ଥିଲେ । ଦଶପଲ୍ଲାବାସୀଙ୍କ ଦୀର୍ଘଦିନର ଅଧୁରା କାମକୁ ମୁଖ୍ୟମନ୍ତ୍ରୀ କଥାଦେଇ କଥା ରଖିଥିବାରୁ ଦଶପଲ୍ଲା ଅଞ୍ଚଳବାସୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

The post ନବୀନଙ୍କ ଉଦ୍ଦେଶ୍ୟରେ ଆୟୋଜିତ କୃତଜ୍ଞତା ସଭାରେ ମୁଖ୍ୟ ଅତିଥି କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ appeared first on KNews Odisha.