କିଟ୍ ପବ୍ଲିକ୍ ସ୍କୁଲରେ ପାଳିତ ହେଲା ବନ ମହୋତ୍ସବ

ଭୁବନେଶ୍ୱର:   KIIT ପବ୍ଲିକ୍ ସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବନ ମହୋତ୍ସବ ଅବସରରେ KIIT ପବ୍ଲିକ୍ ସ୍କୁଲ ଛାତ୍ରଛାତ୍ରୀମାନେ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ସ୍କୁଲର ଅଧ୍ୟକ୍ଷ ଦିଲ୍ଲୀପ କୁମାର ତ୍ରିପାଠୀ ଏବଂ ଉପାଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ଦାଶ ପିଲାମାନଙ୍କ ସହ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟର କୁଳସଚିବ  ପ୍ରଫେସର ଜ୍ଞାନ ରଂଜନ ମହାନ୍ତି ଏବଂ କିସ୍ ବିଶ୍ୱବିଦ୍ୟାଳୟ କୁଳସଚିବ ଡକ୍ଟର ପ୍ରଶାନ୍ତ କୁମାର ରାଉତରାୟ ଯୋଗଦେଇ […] The post କିଟ୍ ପବ୍ଲିକ୍ ସ୍କୁଲରେ ପାଳିତ ହେଲା ବନ ମହୋତ୍ସବ appeared first on KNews Odisha.

କିଟ୍ ପବ୍ଲିକ୍ ସ୍କୁଲରେ ପାଳିତ ହେଲା ବନ ମହୋତ୍ସବ
kiit-2

ଭୁବନେଶ୍ୱର:   KIIT ପବ୍ଲିକ୍ ସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବନ ମହୋତ୍ସବ ଅବସରରେ KIIT ପବ୍ଲିକ୍ ସ୍କୁଲ ଛାତ୍ରଛାତ୍ରୀମାନେ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ସ୍କୁଲର ଅଧ୍ୟକ୍ଷ ଦିଲ୍ଲୀପ କୁମାର ତ୍ରିପାଠୀ ଏବଂ ଉପାଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ଦାଶ ପିଲାମାନଙ୍କ ସହ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟର କୁଳସଚିବ  ପ୍ରଫେସର ଜ୍ଞାନ ରଂଜନ ମହାନ୍ତି ଏବଂ କିସ୍ ବିଶ୍ୱବିଦ୍ୟାଳୟ କୁଳସଚିବ ଡକ୍ଟର ପ୍ରଶାନ୍ତ କୁମାର ରାଉତରାୟ ଯୋଗଦେଇ ବନ ମହୋତ୍ସବର ମହତ୍ତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ।

The post କିଟ୍ ପବ୍ଲିକ୍ ସ୍କୁଲରେ ପାଳିତ ହେଲା ବନ ମହୋତ୍ସବ appeared first on KNews Odisha.