ନବୀନଙ୍କ ପାଖରେ ବସି ଏ କ’ଣ କରୁଥିଲେ ପାଣ୍ଡିଆନ୍, ପୁଣି ଭାଇରାଲ ହେଲା ଆଉ ଏକ ଭିଡିଓ…
ଭୁବନେଶ୍ୱର,୨୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳର ନେତା କାର୍ତ୍ତିକ ପାଣ୍ଡିଆନ୍ ଗୋଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓଟିକୁ ରାଜ୍ୟ ଭାଜପା ପକ୍ଷରୁ ଜାରି କରାଯିବା ସହ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଅପମାନକୁ କଦାପି ବରଦାସ୍ତ କରାଯିବନି ବୋଲି ଭାଜପା ଚେତାବନୀ ଦେଇଛି। ଆଜି ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଗତକାଲି ଏକ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ହାତକୁ ତାମିଲ […] The post ନବୀନଙ୍କ ପାଖରେ ବସି ଏ କ’ଣ କରୁଥିଲେ ପାଣ୍ଡିଆନ୍, ପୁଣି ଭାଇରାଲ ହେଲା ଆଉ ଏକ ଭିଡିଓ… appeared first on Dharitri Odia News.
ଭୁବନେଶ୍ୱର,୨୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳର ନେତା କାର୍ତ୍ତିକ ପାଣ୍ଡିଆନ୍ ଗୋଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓଟିକୁ ରାଜ୍ୟ ଭାଜପା ପକ୍ଷରୁ ଜାରି କରାଯିବା ସହ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଅପମାନକୁ କଦାପି ବରଦାସ୍ତ କରାଯିବନି ବୋଲି ଭାଜପା ଚେତାବନୀ ଦେଇଛି।
ଆଜି ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଗତକାଲି ଏକ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ହାତକୁ ତାମିଲ ବାବୁ ଭିଡି ଧରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଜି ଆଉ ଏକ ଉଦବେଗଜନକ ଭିଡିଓ ସାମ୍ନାକୁ ଆସିଛି।
#ShameOnBJD @Naveen_Odisha @bjd_odisha @pranabpdas… pic.twitter.com/clQxS98GDT
— Sujata Sabat Padhy (Modi Ka Parivar) (@SujataPadhyBJP) May 29, 2024
The post ନବୀନଙ୍କ ପାଖରେ ବସି ଏ କ’ଣ କରୁଥିଲେ ପାଣ୍ଡିଆନ୍, ପୁଣି ଭାଇରାଲ ହେଲା ଆଉ ଏକ ଭିଡିଓ… appeared first on Dharitri Odia News.