ନବୀନଙ୍କୁ ସମାଲୋଚନା କଲେ ଅନୁଭବ, କହିଲେ ଲାଜ କରନ୍ତୁ…

ଭୁବନେଶ୍ୱର,୭।୬: ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ଅନୁଭବ ମହାନ୍ତି। ସେ କହିଛନ୍ତି, ନବୀନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଲେଖିବା ବନ୍ଦ କରନ୍ତୁ। ଏହା ସମ୍ପୂର୍ଣ୍ଣ ସତ ନୁହେଁ। ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ କେବେ ସ୍ବୀକାର କରିବ ଯେ ସେମାନେ ଓଡିଶାର ଲୋକଙ୍କୁ ବର୍ଷ ବର୍ଷ ଧରି ପ୍ରତାରଣା କରି ଆସିଛନ୍ତି। ପାଣ୍ଡିଆନଙ୍କ ନିର୍ଦ୍ଦେଶ ଯୋଗୁଁ ଏସବୁ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସ୍ବୀକାର […] The post ନବୀନଙ୍କୁ ସମାଲୋଚନା କଲେ ଅନୁଭବ, କହିଲେ ଲାଜ କରନ୍ତୁ… appeared first on Dharitri Odia News.

ନବୀନଙ୍କୁ ସମାଲୋଚନା କଲେ ଅନୁଭବ, କହିଲେ ଲାଜ କରନ୍ତୁ…

ଭୁବନେଶ୍ୱର,୭।୬: ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ଅନୁଭବ ମହାନ୍ତି। ସେ କହିଛନ୍ତି, ନବୀନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଲେଖିବା ବନ୍ଦ କରନ୍ତୁ। ଏହା ସମ୍ପୂର୍ଣ୍ଣ ସତ ନୁହେଁ। ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ କେବେ ସ୍ବୀକାର କରିବ ଯେ ସେମାନେ ଓଡିଶାର ଲୋକଙ୍କୁ ବର୍ଷ ବର୍ଷ ଧରି ପ୍ରତାରଣା କରି ଆସିଛନ୍ତି। ପାଣ୍ଡିଆନଙ୍କ ନିର୍ଦ୍ଦେଶ ଯୋଗୁଁ ଏସବୁ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସ୍ବୀକାର କରନ୍ତୁ। ଯେଉଁମାନେ ତାଙ୍କୁ ଏବେବି ସୁରକ୍ଷା ଦେଉଛନ୍ତି ଟିକେ ଲାଜ ରଖନ୍ତୁ ବୋଲି କହିଛନ୍ତି।

The post ନବୀନଙ୍କୁ ସମାଲୋଚନା କଲେ ଅନୁଭବ, କହିଲେ ଲାଜ କରନ୍ତୁ… appeared first on Dharitri Odia News.