ନଭେମ୍ବର ୧୫ ପର୍ଯ୍ୟନ୍ତ ଘୁଞ୍ଚିଲା ଆୟକର ଦାଖଲ ଅବଧି

ଭୁବନେଶ୍ୱର : ଆୟକର ଦାଖଲ ଅବଧି ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଆଜି ଅର୍ଥ ମନ୍ତ୍ରାଳୟ ଅଧୀନସ୍ଥ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ ପକ୍ଷରୁ କୁହାଯାଇଛି ଯେ ୨୦୨୩-୨୪ ଆଥିଁକ ବର୍ଷ (ଆକଳନ ବର୍ଷ ୨୦୨୪-୨୫) ପାଇଁ ଆୟକର ଦାଖଲ ଶେଷ ତାରିଖ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଥିଲା। କିନ୍ତୁ ତାହା ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ତେବେ ଏହି ଅବଧି ସମ୍ପ୍ରସାରଣ କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ […]

ନଭେମ୍ବର ୧୫ ପର୍ଯ୍ୟନ୍ତ ଘୁଞ୍ଚିଲା ଆୟକର ଦାଖଲ ଅବଧି
income

ଭୁବନେଶ୍ୱର : ଆୟକର ଦାଖଲ ଅବଧି ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଆଜି ଅର୍ଥ ମନ୍ତ୍ରାଳୟ ଅଧୀନସ୍ଥ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ ପକ୍ଷରୁ କୁହାଯାଇଛି ଯେ ୨୦୨୩-୨୪ ଆଥିଁକ ବର୍ଷ (ଆକଳନ ବର୍ଷ ୨୦୨୪-୨୫) ପାଇଁ ଆୟକର ଦାଖଲ ଶେଷ ତାରିଖ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଥିଲା। କିନ୍ତୁ ତାହା ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ତେବେ ଏହି ଅବଧି ସମ୍ପ୍ରସାରଣ କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଗତ ସେପ୍ଟେମ୍ବର ୩୦ ସୁଦ୍ଧା ଟିକଟ ଅଡିଟ୍‌ ରିପୋର୍ଟ ଏବଂ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଆୟକର ଦାଖଲ ପାଇଁ ଅପେକ୍ଷା କରିଥିଲେ।