ନର ହତ୍ୟାର ଗୋଟି ଗୋଟି କାହାଣୀ କହିଲେ ଅଭିଯୁକ୍ତର ଭାଇ
ପ୍ରେମ, ବ୍ଲାକମେଲ୍ ଓ ହତ୍ୟାର ବିଭତ୍ସ କାହାଣୀ କହିଲା ଭାଇ।
ବେଙ୍ଗାଲୁରୁର ଘଟିଥିବା ମହାଲକ୍ଷ୍ମୀ ହତ୍ୟାକାଣ୍ଡ ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କେମିତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ମୁକ୍ତି ରଞ୍ଜନ ସେ ସବୁ ଗୋଟି ଗୋଟି କରି ବଖାଣିଛନ୍ତି ତାଙ୍କ ସାନ ଭାଇ ।