ନର୍ଲାରେ ଭକ୍ତ ଦାସଙ୍କୁ ହରାଇଲେ ମନୋରମା
ରୁପ୍ରାରୋଡ,୪।୬(ସଞ୍ଜିବ ଦାସ): ନର୍ଲା ବିଧାନସଭା ଆସନରେ ବିଜେଡି ବିଧାୟିକା ପ୍ରାର୍ଥିନୀ ମନୋରମା ମହାନ୍ତି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସଙ୍କୁ ୫୫୬୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ଅନିରୁଦ୍ଧ ପଧାନ ତୃତୀୟ ସ୍ଥାନରେ ରହିଛନ୍ତି। ମନୋରମା ୬୬,୮୦୦ ଖଣ୍ଡ ଭୋଟ ପାଇଥିବା ବେଳେ ଭକ୍ତ ଦାସ ୬୧,୨୩୧ ଖଣ୍ଡ ଭୋଟ ପାଇଛନ୍ତି। ଭାଜପା ପ୍ରାର୍ଥୀ ଅନିରୁଦ୍ଧ ୪୬,୯୩୭ ଖଣ୍ଡ ଭୋଟ ପାଇଛନ୍ତି। ନବ […] The post ନର୍ଲାରେ ଭକ୍ତ ଦାସଙ୍କୁ ହରାଇଲେ ମନୋରମା appeared first on Dharitri Odia News.
ରୁପ୍ରାରୋଡ,୪।୬(ସଞ୍ଜିବ ଦାସ): ନର୍ଲା ବିଧାନସଭା ଆସନରେ ବିଜେଡି ବିଧାୟିକା ପ୍ରାର୍ଥିନୀ ମନୋରମା ମହାନ୍ତି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସଙ୍କୁ ୫୫୬୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ଅନିରୁଦ୍ଧ ପଧାନ ତୃତୀୟ ସ୍ଥାନରେ ରହିଛନ୍ତି। ମନୋରମା ୬୬,୮୦୦ ଖଣ୍ଡ ଭୋଟ ପାଇଥିବା ବେଳେ ଭକ୍ତ ଦାସ ୬୧,୨୩୧ ଖଣ୍ଡ ଭୋଟ ପାଇଛନ୍ତି। ଭାଜପା ପ୍ରାର୍ଥୀ ଅନିରୁଦ୍ଧ ୪୬,୯୩୭ ଖଣ୍ଡ ଭୋଟ ପାଇଛନ୍ତି। ନବ ନିର୍ବାଚିତ ବିଧାୟକ ମନୋରମାଙ୍କୁ ଗ୍ରାମବାସୀ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି।
The post ନର୍ଲାରେ ଭକ୍ତ ଦାସଙ୍କୁ ହରାଇଲେ ମନୋରମା appeared first on Dharitri Odia News.