ନର୍ସିଂ କଲେଜ ହଷ୍ଟେଲର୧୦ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର,୨୮।୧୧: ଭୁବନେଶ୍ୱରର ଏକ ଘରୋଇ ନର୍ସିଂ କଲେଜ ହଷ୍ଟେଲର୧୦ ଛାତ୍ରୀ ଅସୁସ୍ଥ ହୋଇଯାଇଛନ୍ତି। ରାତିରେ ଖାଇ ସାରିବା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସେମାନଙ୍କୁ ଗୁରୁତର ଅବସ୍ଥାରେ ବିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। The post ନର୍ସିଂ କଲେଜ ହଷ୍ଟେଲର୧୦ ଛାତ୍ରୀ ଅସୁସ୍ଥ appeared first on Dharitri Odia News.

ନର୍ସିଂ କଲେଜ ହଷ୍ଟେଲର୧୦ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର,୨୮।୧୧: ଭୁବନେଶ୍ୱରର ଏକ ଘରୋଇ ନର୍ସିଂ କଲେଜ ହଷ୍ଟେଲର୧୦ ଛାତ୍ରୀ ଅସୁସ୍ଥ ହୋଇଯାଇଛନ୍ତି। ରାତିରେ ଖାଇ ସାରିବା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସେମାନଙ୍କୁ ଗୁରୁତର ଅବସ୍ଥାରେ ବିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

The post ନର୍ସିଂ କଲେଜ ହଷ୍ଟେଲର୧୦ ଛାତ୍ରୀ ଅସୁସ୍ଥ appeared first on Dharitri Odia News.