ନାଟକରେ ଭଗବାନ ରାମ-ସୀତାଙ୍କ ଅପମାନ କରିଥିଲେ ଆଇଆଇଟି ବମ୍ବେର ଛାତ୍ର, ନିଆଗଲା ବଡ଼ କାର୍ଯ୍ୟାନୁଷ୍ଠାନ

ବମ୍ବେ,୨୦।୬: ଆଇଆଇଟି ବମ୍ବେର ଓପନ ଏୟାର ଥିଏଟରରେ ନାଟକ ସମୟରେ ଭଗବାନ ରାମ ଏବଂ ଦେବୀ ସୀତାଙ୍କ ଅପମାନ କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଛାତ୍ରମାନଙ୍କ ଉପରେ ୧.୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ଜରିମାନା ରାଶି ଏକ ସେମିଷ୍ଟାର ଟଙ୍କା ସହ ସମାନ। କହିରଖୁଛୁ, ମାର୍ଚ୍ଚରେ ଛାତ୍ରମାନେ ‘ରାହୋବନ’ ନାମକ ନାଟକରେ ଭାଗ ନେଇଥିଲେ, ଯାହାକି ରାମାୟଣ ଉପରେ ଆଧାରିତ ଥିଲା। ଏହି ନାଟକରେ ହିନ୍ଦୁ ଧର୍ମ ସହ ରାମ […] The post ନାଟକରେ ଭଗବାନ ରାମ-ସୀତାଙ୍କ ଅପମାନ କରିଥିଲେ ଆଇଆଇଟି ବମ୍ବେର ଛାତ୍ର, ନିଆଗଲା ବଡ଼ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.

ନାଟକରେ ଭଗବାନ ରାମ-ସୀତାଙ୍କ ଅପମାନ କରିଥିଲେ ଆଇଆଇଟି ବମ୍ବେର ଛାତ୍ର, ନିଆଗଲା ବଡ଼ କାର୍ଯ୍ୟାନୁଷ୍ଠାନ

ବମ୍ବେ,୨୦।୬: ଆଇଆଇଟି ବମ୍ବେର ଓପନ ଏୟାର ଥିଏଟରରେ ନାଟକ ସମୟରେ ଭଗବାନ ରାମ ଏବଂ ଦେବୀ ସୀତାଙ୍କ ଅପମାନ କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଛାତ୍ରମାନଙ୍କ ଉପରେ ୧.୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ଜରିମାନା ରାଶି ଏକ ସେମିଷ୍ଟାର ଟଙ୍କା ସହ ସମାନ।

କହିରଖୁଛୁ, ମାର୍ଚ୍ଚରେ ଛାତ୍ରମାନେ ‘ରାହୋବନ’ ନାମକ ନାଟକରେ ଭାଗ ନେଇଥିଲେ, ଯାହାକି ରାମାୟଣ ଉପରେ ଆଧାରିତ ଥିଲା। ଏହି ନାଟକରେ ହିନ୍ଦୁ ଧର୍ମ ସହ ରାମ ଏବଂ ସୀତାଙ୍କ ପ୍ରତି ଅପମାନଜନକ ଦୃଶ୍ୟ ଦେଖାଯାଇଥିଲା। ତେବେ ଏହି ମାମଲାରେ ଆଇଆଇଟି ପକ୍ଷରୁ ୭ ଅନ୍ୟ ଛାତ୍ରଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି।

The post ନାଟକରେ ଭଗବାନ ରାମ-ସୀତାଙ୍କ ଅପମାନ କରିଥିଲେ ଆଇଆଇଟି ବମ୍ବେର ଛାତ୍ର, ନିଆଗଲା ବଡ଼ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.