ନାମାଙ୍କନ ଭରିବେ ଅଶ୍ବିନୀ ବୈଷ୍ଣବ, ସାମିଲ ରହିବେ ବରିଷ୍ଠ ଭାଜପା ନେତା

ଭୁବନେଶ୍ୱର,୧୫।୨ : ରାଜ୍ୟ ସଭା ପାଇଁ ନାମାଙ୍କନ ଭରିବେ ଅଶ୍ବିନୀ ବୈଷ୍ଣବ। ବୁଧବାର ଭାଜପା ଅଶ୍ୱିନୀଙ୍କୁ ରାଜ୍ୟ ସଭା ପ୍ରାର୍ଥିଭାବେ ଚୟନ କରିଛି। ତେବେ ଗୁରୁବାର ଅର୍ଥାତ୍‌ ଆଜି ସେ ପ୍ରାର୍ଥପତ୍ର ଦାଖଲ କରିବେ। ଏହି ସମୟରେ ଭାଜପାର ଅନେକ ବରିଷ୍ଠ ନେତା ଉପସ୍ଥିତ ରହିବେ । ସୂଚନା ଅନୁଯାୟୀ, ବୁଧବାର ତୃତୀୟ ରାଜ୍ୟ ସଭା ପ୍ରାର୍ଥି ଭାବେ ଅଶ୍ବିନୀଙ୍କ ନାଁ ଘୋଷଣା କରିଥିଲା ଭାଜପା । ଏହାପରେ ବଜେଡି ପକ୍ଷରୁ ଅଶ୍ବିନୀଙ୍କୁ ସମର୍ଥନ ଘୋଷଣା କରାଯାଇଥିଲା। […] The post ନାମାଙ୍କନ ଭରିବେ ଅଶ୍ବିନୀ ବୈଷ୍ଣବ, ସାମିଲ ରହିବେ ବରିଷ୍ଠ ଭାଜପା ନେତା appeared first on Dharitri Odia News.

ନାମାଙ୍କନ ଭରିବେ ଅଶ୍ବିନୀ ବୈଷ୍ଣବ, ସାମିଲ ରହିବେ ବରିଷ୍ଠ ଭାଜପା ନେତା

ଭୁବନେଶ୍ୱର,୧୫।୨ : ରାଜ୍ୟ ସଭା ପାଇଁ ନାମାଙ୍କନ ଭରିବେ ଅଶ୍ବିନୀ ବୈଷ୍ଣବ। ବୁଧବାର ଭାଜପା ଅଶ୍ୱିନୀଙ୍କୁ ରାଜ୍ୟ ସଭା ପ୍ରାର୍ଥିଭାବେ ଚୟନ କରିଛି। ତେବେ ଗୁରୁବାର ଅର୍ଥାତ୍‌ ଆଜି ସେ ପ୍ରାର୍ଥପତ୍ର ଦାଖଲ କରିବେ। ଏହି ସମୟରେ ଭାଜପାର ଅନେକ ବରିଷ୍ଠ ନେତା ଉପସ୍ଥିତ ରହିବେ ।

ସୂଚନା ଅନୁଯାୟୀ, ବୁଧବାର ତୃତୀୟ ରାଜ୍ୟ ସଭା ପ୍ରାର୍ଥି ଭାବେ ଅଶ୍ବିନୀଙ୍କ ନାଁ ଘୋଷଣା କରିଥିଲା ଭାଜପା । ଏହାପରେ ବଜେଡି ପକ୍ଷରୁ ଅଶ୍ବିନୀଙ୍କୁ ସମର୍ଥନ ଘୋଷଣା କରାଯାଇଥିଲା। ୨୦୧୯ରେ ମଧ୍ୟ ସେ ଓଡ଼ିଶାରୁ ରାଜ୍ୟ ସଭା ପାଇଁ ଚୟନ ହୋଇଥିଲେ।

The post ନାମାଙ୍କନ ଭରିବେ ଅଶ୍ବିନୀ ବୈଷ୍ଣବ, ସାମିଲ ରହିବେ ବରିଷ୍ଠ ଭାଜପା ନେତା appeared first on Dharitri Odia News.