ନାମାଙ୍କନ ଭରିଲେ ବଡ଼ଚଣା ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ

ଚଣ୍ଡିଖୋଲ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପାର୍ଥୀ। ଏହି କ୍ରମରେ ଶୁକ୍ରବାର ଯାଜପୁର ଜିଲ୍ଲା ବଡ଼ଚଣା ବିଜେପି ବିଧାୟକ ପାର୍ଥୀ ଅମର ନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ନାମାଙ୍କନ ଭରିବାକୁ ଯିବା ପୂର୍ବରୁ ସେ, ନିଜର ସମର୍ଥକଙ୍କ ସହ ଚଣ୍ଡିଖୋଲ ସ୍ଥିତ ମହାବିନାୟକ ଶୈବ ପୀଠରେ ପହଞ୍ଚ ଦେବ ଦେବ ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା କରି ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ ଅଭିମୁଖେ ବାହାରିଥିଲେ।ଏହି ସମୟରେ ଭାବ ବିହ୍ବଳ ହେବାର ମଧ୍ୟ ଦେଖାଯାଇଥିଲେ ପ୍ରାର୍ଥୀ। ତେବେ ସବୁବେଳେ ବଡ଼ଚଣା ବାସୀଙ୍କ ସହ ରହିଛି ଆଗାମୀ ଦିନରେ  ମଧ୍ୟ ବଡ଼ଚଣା ବାସୀଙ୍କ ସହ ରହିବି ବୋଲି ବିଜେପି ପାର୍ଥି ଅମର ନାୟକ କହିଛନ୍ତି।

ନାମାଙ୍କନ ଭରିଲେ ବଡ଼ଚଣା ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ

ଚଣ୍ଡିଖୋଲ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପାର୍ଥୀ। ଏହି କ୍ରମରେ ଶୁକ୍ରବାର ଯାଜପୁର ଜିଲ୍ଲା ବଡ଼ଚଣା ବିଜେପି ବିଧାୟକ ପାର୍ଥୀ ଅମର ନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ନାମାଙ୍କନ ଭରିବାକୁ ଯିବା ପୂର୍ବରୁ ସେ, ନିଜର ସମର୍ଥକଙ୍କ ସହ ଚଣ୍ଡିଖୋଲ ସ୍ଥିତ ମହାବିନାୟକ ଶୈବ ପୀଠରେ ପହଞ୍ଚ ଦେବ ଦେବ ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା କରି ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ ଅଭିମୁଖେ ବାହାରିଥିଲେ।

ଏହି ସମୟରେ ଭାବ ବିହ୍ବଳ ହେବାର ମଧ୍ୟ ଦେଖାଯାଇଥିଲେ ପ୍ରାର୍ଥୀ। ତେବେ ସବୁବେଳେ ବଡ଼ଚଣା ବାସୀଙ୍କ ସହ ରହିଛି ଆଗାମୀ ଦିନରେ  ମଧ୍ୟ ବଡ଼ଚଣା ବାସୀଙ୍କ ସହ ରହିବି ବୋଲି ବିଜେପି ପାର୍ଥି ଅମର ନାୟକ କହିଛନ୍ତି।