ନାରାୟଣପୁରରେ ଯବାନ ମାଓବାଦୀ ମୁହାଁମୁହିଁ || BADAKHABAR TV
ନାରାୟଣପୁରରେ ଯବାନ ମାଓବାଦୀ ମୁହାଁମୁହିଁ ଘଟଣା..ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଯବାନ ସହିଦ..କାଲି ୨୭ ମାଓବାଦୀ ନିପାତ ହୋଇଥିଲେ...ମାଓବାଦୀଙ୍କ ପାଲଟା ଗୁଳିରେ ଜଣେ ଯବାନ ସହିଦ...ଛତିଶଗଡ଼ ଅବୁଝାମାଡ଼ ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା.. #ma
ନାରାୟଣପୁରରେ ଯବାନ ମାଓବାଦୀ ମୁହାଁମୁହିଁ ଘଟଣା..ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଯବାନ ସହିଦ..କାଲି ୨୭ ମାଓବାଦୀ ନିପାତ ହୋଇଥିଲେ...ମାଓବାଦୀଙ୍କ ପାଲଟା ଗୁଳିରେ ଜଣେ ଯବାନ ସହିଦ...ଛତିଶଗଡ଼ ଅବୁଝାମାଡ଼ ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା..
#ma