ନାଳରେ ଭାସିଗଲେ ବୃଦ୍ଧ, ମିଳୁନି ପତ୍ତା

ଯାଜପୁର ୧୮।୮: ନାଳରେ ଭାସିଗଲେ ବୃଦ୍ଧ । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି । ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ସାଇଁକୁଳ ଗ୍ରାମର ନଟବର ସେଠୀ ଟାଉନ୍ ରୁ ଘରକୁ ଫେରୁଥିବା ସମୟରେ ଦଶରଥପୁର ଥାନା ଅନ୍ତର୍ଗତ ନଡକା ନାଳରେ ଭାସି ଯାଇଥିଲେ । ଖବର ପାଇଁ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ଏଯାଏଁ ବୃଦ୍ଧଙ୍କ ପତ୍ତା ମିଳିନାହିଁ ।You Can Read:ଶୁଣ୍ଢରେ ଫିଙ୍ଗି ଗୋଡ଼ରେ ଦଳିଦେଲା ଦନ୍ତା, ଗୁରୁତର ବୃଦ୍ଧ ମେଡିକାଲରେ ଭର୍ତ୍ତି

ନାଳରେ ଭାସିଗଲେ ବୃଦ୍ଧ, ମିଳୁନି ପତ୍ତା

ଯାଜପୁର ୧୮।୮ନାଳରେ ଭାସିଗଲେ ବୃଦ୍ଧ । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି । ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ସାଇଁକୁଳ ଗ୍ରାମର ନଟବର ସେଠୀ ଟାଉନ୍ ରୁ ଘରକୁ ଫେରୁଥିବା ସମୟରେ ଦଶରଥପୁର ଥାନା ଅନ୍ତର୍ଗତ ନଡକା ନାଳରେ ଭାସି ଯାଇଥିଲେ । ଖବର ପାଇଁ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ଏଯାଏଁ ବୃଦ୍ଧଙ୍କ ପତ୍ତା ମିଳିନାହିଁ ।

You Can Read:

ଶୁଣ୍ଢରେ ଫିଙ୍ଗି ଗୋଡ଼ରେ ଦଳିଦେଲା ଦନ୍ତା, ଗୁରୁତର ବୃଦ୍ଧ ମେଡିକାଲରେ ଭର୍ତ୍ତି