ନିଆଁର ଆଁରେ ଜଳିଗଲା ଛଅ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଚାନ୍ଦବାଲି ୨୩/୦୧: ଚାନ୍ଦବାଲି ବ୍ଲକ ଭୂଇଁବୃତ୍ତି ପଂଚାୟତ ନୂଆଗାଁରେ ନିଆଁର ଆଁରେ ଜଳିଗଲା ଛଅ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂଇଁବୃତ୍ତି ପଂଚାୟତ ନୂଆଗାଁରେ ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟି ଅଲେଖ ଦାସ ଓ ବିଜୟ ଦାସଙ୍କ ଛଅ ବଖରା ଘର ସମ୍ପୂର୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି । https://www.prameyanews7.com/mao-encounter-boudh-nilakumpha-jungle/ ପରିବାର ଲୋକେ ଶୋଇଥିବା ଅବସ୍ଥାରେ ଘର ଜଳିବାରୁ ଜୀବନ ବିକଳରେ ଘରୁ ବାହାରକୁ ଚାଲି ଆସିଥିଲେ ପରିବାର ଲୋକେ । ନିଆଁର ପ୍ରକୋପ ଅଧିକ ଥିବାରୁ ଗ୍ରାମବାସୀ ଘରୁ କୌଣସି ସାମଗ୍ରୀ ଉଦ୍ଧାର କରି ପାରିନ ଥିଲେ । ତେବେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ୍ୟ ଅଗ୍ନିଶମ ବିଭାଗ ପହଁଚିବା ପୂର୍ବରୁ ନିଆଁର ଆଁରେ ସବୁ କିଛି ପୋଡି ପାଉଁଶ ହୋଇଯାଇଥିଲା । The post ନିଆଁର ଆଁରେ ଜଳିଗଲା ଛଅ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ appeared first on Prameya News7.

ନିଆଁର ଆଁରେ ଜଳିଗଲା ଛଅ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଚାନ୍ଦବାଲି ୨୩/୦୧: ଚାନ୍ଦବାଲି ବ୍ଲକ ଭୂଇଁବୃତ୍ତି ପଂଚାୟତ ନୂଆଗାଁରେ ନିଆଁର ଆଁରେ ଜଳିଗଲା ଛଅ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂଇଁବୃତ୍ତି ପଂଚାୟତ ନୂଆଗାଁରେ ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟି ଅଲେଖ ଦାସ ଓ ବିଜୟ ଦାସଙ୍କ ଛଅ ବଖରା ଘର ସମ୍ପୂର୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି ।

https://www.prameyanews7.com/mao-encounter-boudh-nilakumpha-jungle/

ପରିବାର ଲୋକେ ଶୋଇଥିବା ଅବସ୍ଥାରେ ଘର ଜଳିବାରୁ ଜୀବନ ବିକଳରେ ଘରୁ ବାହାରକୁ ଚାଲି ଆସିଥିଲେ ପରିବାର ଲୋକେ । ନିଆଁର ପ୍ରକୋପ ଅଧିକ ଥିବାରୁ ଗ୍ରାମବାସୀ ଘରୁ କୌଣସି ସାମଗ୍ରୀ ଉଦ୍ଧାର କରି ପାରିନ ଥିଲେ । ତେବେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ୍ୟ ଅଗ୍ନିଶମ ବିଭାଗ ପହଁଚିବା ପୂର୍ବରୁ ନିଆଁର ଆଁରେ ସବୁ କିଛି ପୋଡି ପାଉଁଶ ହୋଇଯାଇଥିଲା ।

The post ନିଆଁର ଆଁରେ ଜଳିଗଲା ଛଅ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ appeared first on Prameya News7.