ନିଛାଟିଆ ଜାଗା ଦେଖି କଲେଜ ଯାଉଥିବା ଛାତ୍ରୀଙ୍କ ସହ ଏମିତି କଲେ ୩ ଯୁବକ, ସିସିଟିଭି ଚେକ କରୁଛି ପୋଲିସ

ଧାମନଗର-ଫଳପୁର ରାସ୍ତାର ରାମେଶ୍ବରପୁର ଗେଟ୍ ପାଖରେ କଲେଜ ଛାତ୍ରୀଙ୍କଠାରୁ ଛିନତାଇ ହୋଇଥିବା ନେଇ ଅଭିଯୋଗ ହୋଇଛି। ଧାମନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏହାର ତଦନ୍ତ କରୁଛି। ପ୍ରାଥମିକ ପର୍ଯ୍ୟାୟରେ ଥାନାର ସବ ଇନସପେକ୍ଟର ଛାତ୍ରୀଙ୍କୁ