ନିଜ କମ୍ପାନୀର ସର୍ଭିସକୁ ଖରାପ କହିଲା ‘ଏଆଇ ଚାଟବୋଟ୍‌’, କଷ୍ଟମରଙ୍କୁ କଲା ଗାଳି, ଭାଇରାଲ ହେଉଛି ସ୍କ୍ରିନସଟ୍‌

ଶିଂଟନ୍‌,୨୩।୧: ନିକଟରେ ସୋସିଆଲ ମିଡିଆରେ ଏକ ସ୍କ୍ରିନସଟ୍‌ ଭାଇରାଲ ହୋଇଛି। ଯେଉଁଥିରେ ଏଆଇ ଚାଟ୍‌ବୋଟ୍‌ ନିଜ କମ୍ପାନୀର ସର୍ଭିସ ଖରାପ ବୋଲି ମେସେଜ କରିଛି। ଜଣେ ବ୍ୟକ୍ତି କିଛି ପ୍ରଶ୍ନ ପଚାରିବାରୁ ଚାଟବୋଟ୍‌ ଏପରି ରିପ୍ଲାଏ କରିଛି। କହିରଖୁଛୁ କି, ଇଉରୋପୀୟ ଡେଲିଭରି ଏଜେନ୍ସି DPDର ଏଆଇ ଚାଟବୋଟ୍‌ ନିଜେ ହିଁ ନିଜ କମ୍ପାନୀର ସର୍ଭିସ ଅତି ଖରାପ ବୋଲି କହିଛି। ତେବେ ଏହି କମ୍ପାନୀର ଡେଲିଭରି ସର୍ଭିସକୁ ବ୍ୟବହାର ନ କରିବା ପାଇଁ ମଧ୍ୟ ସେ […] The post ନିଜ କମ୍ପାନୀର ସର୍ଭିସକୁ ଖରାପ କହିଲା ‘ଏଆଇ ଚାଟବୋଟ୍‌’, କଷ୍ଟମରଙ୍କୁ କଲା ଗାଳି, ଭାଇରାଲ ହେଉଛି ସ୍କ୍ରିନସଟ୍‌ appeared first on Dharitri Odia News.

ନିଜ କମ୍ପାନୀର ସର୍ଭିସକୁ ଖରାପ କହିଲା ‘ଏଆଇ ଚାଟବୋଟ୍‌’, କଷ୍ଟମରଙ୍କୁ କଲା ଗାଳି, ଭାଇରାଲ ହେଉଛି ସ୍କ୍ରିନସଟ୍‌

ଶିଂଟନ୍‌,୨୩।୧: ନିକଟରେ ସୋସିଆଲ ମିଡିଆରେ ଏକ ସ୍କ୍ରିନସଟ୍‌ ଭାଇରାଲ ହୋଇଛି। ଯେଉଁଥିରେ ଏଆଇ ଚାଟ୍‌ବୋଟ୍‌ ନିଜ କମ୍ପାନୀର ସର୍ଭିସ ଖରାପ ବୋଲି ମେସେଜ କରିଛି। ଜଣେ ବ୍ୟକ୍ତି କିଛି ପ୍ରଶ୍ନ ପଚାରିବାରୁ ଚାଟବୋଟ୍‌ ଏପରି ରିପ୍ଲାଏ କରିଛି।
କହିରଖୁଛୁ କି, ଇଉରୋପୀୟ ଡେଲିଭରି ଏଜେନ୍ସି DPDର ଏଆଇ ଚାଟବୋଟ୍‌ ନିଜେ ହିଁ ନିଜ କମ୍ପାନୀର ସର୍ଭିସ ଅତି ଖରାପ ବୋଲି କହିଛି। ତେବେ ଏହି କମ୍ପାନୀର ଡେଲିଭରି ସର୍ଭିସକୁ ବ୍ୟବହାର ନ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛି।