ନିଜ ବାସଭବନରେ ବିଧାୟକଙ୍କୁ ନଜରବନ୍ଦୀ କଲେ ତେଜସ୍ୱୀ
ପାଟନା: ରୋଚକ ହେଉଛି ବିହାର ରାଜନୀତି । ଆସନ୍ତା ୧୨ ତାରିଖରେ ହେବାକୁ ଯାଉଛି ବିହାରରେ ଆସ୍ଥା ଭୋଟ୍ ।... The post ନିଜ ବାସଭବନରେ ବିଧାୟକଙ୍କୁ ନଜରବନ୍ଦୀ କଲେ ତେଜସ୍ୱୀ appeared first on .
ପାଟନା: ରୋଚକ ହେଉଛି ବିହାର ରାଜନୀତି । ଆସନ୍ତା ୧୨ ତାରିଖରେ ହେବାକୁ ଯାଉଛି ବିହାରରେ ଆସ୍ଥା ଭୋଟ୍ । ପାଟନାସ୍ଥିତ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବାସ ଭବନକୁ ଆରଜେଡି ବିଧାୟକ ଏବଂ ବାମପନ୍ଥୀ ବିଧାୟକମାନେ ଯାଉଛନ୍ତି । ତେବେ ଏହି ଫ୍ଲୋରଟେଷ୍ଟ ପୂର୍ବରୁ ବିଧାୟକଙ୍କୁ ନିଜ ଘରେ ନଜରବନ୍ଦୀ କରିଛନ୍ତି ତେଜସ୍ବୀ । କୁହାଯାଇଛି କି, ସମସ୍ତ ବିଧାୟକଙ୍କୁ କୁହାଯାଇଛି କି, ସେମାନେ ନିଜର ପୋଷାକ ନେଇ ସେଠାକୁ ଆସିବେ । ଏଣୁ ସମସ୍ତେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସେଠାରେ ରହିବେ । ଏହି ସମସ୍ତ ବିଧାୟକ ଆସନ୍ତା ଦୁଇ ଦିନ ଏଠାରେ ରହିବେ ଏବଂ ସେମାନଙ୍କ ରହଣି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ବୋଲି କୁହାଯାଉଛି। ତେଜସ୍ୱୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗଣମାଧ୍ୟମ କର୍ମୀଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସମସ୍ତ ବିଧାୟକଙ୍କୁ ବିଧାୟକମାନଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଉନାହିଁ।
The post ନିଜ ବାସଭବନରେ ବିଧାୟକଙ୍କୁ ନଜରବନ୍ଦୀ କଲେ ତେଜସ୍ୱୀ appeared first on .