ନିଜ ସ୍ବାର୍ଥ ପାଇଁ ଓଡ଼ିଶାକୁ ବଳି ପକାଇବାକୁ ଆନ୍ଧ୍ରର ବଡ଼ ଚକ୍ରାନ୍ତ

ଭୁବନେଶ୍ୱର: ଆନ୍ଧ୍ରକୁ ଘାରିଛି ପୋଲାଭରମ ନିଶା। ନିଜ ସ୍ବାର୍ଥ ପାଇଁ ସବୁ ନିୟମକୁ ଦେଇଛି ଜଳାଞ୍ଜଳି। ପ୍ରଥମେ ବେଆଇନ ଭାବେ... The post ନିଜ ସ୍ବାର୍ଥ ପାଇଁ ଓଡ଼ିଶାକୁ ବଳି ପକାଇବାକୁ ଆନ୍ଧ୍ରର ବଡ଼ ଚକ୍ରାନ୍ତ appeared first on .

ନିଜ ସ୍ବାର୍ଥ ପାଇଁ ଓଡ଼ିଶାକୁ ବଳି ପକାଇବାକୁ ଆନ୍ଧ୍ରର ବଡ଼ ଚକ୍ରାନ୍ତ

ଭୁବନେଶ୍ୱର: ଆନ୍ଧ୍ରକୁ ଘାରିଛି ପୋଲାଭରମ ନିଶା। ନିଜ ସ୍ବାର୍ଥ ପାଇଁ ସବୁ ନିୟମକୁ ଦେଇଛି ଜଳାଞ୍ଜଳି। ପ୍ରଥମେ ବେଆଇନ ଭାବେ ପ୍ରକଳ୍ପ ଡିଜାଇନକୁ କରାଗଲା ପରିବର୍ତ୍ତନ। ଏବେ ତୁରନ୍ତ କାମ ସାରିବାକୁ ଅଣ୍ଟା ଭିଡିଛନ୍ତି ଚନ୍ଦ୍ରବାବୁ ନାଇଡୁ ସରକାର। ପ୍ରକଳ୍ପ ହେଲେ ବିପଦ ବଢ଼ିବା ସହ ବୁଡିଯିବ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ। ଭିଟାମାଟି ହରାଇବେ ହଜାର ହଜାର ପରିବାର। ଏତେ ସବୁ ପରେ ବି ରାଜ୍ୟର ବିଜେପି ସରକାରର ଏଥିପ୍ରତି ଟିକେ ବି ଚିନ୍ତା ନାହିଁ। ଯାହାକୁ ନେଇ ରାଜନୈତିକ ମହଲ ଠାରୁ ଆରମ୍ଭ କରି ଜନ ସଂଗଠନ ଓ ବିଶେଷଜ୍ଞଙ୍କ ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷ।

The post ନିଜ ସ୍ବାର୍ଥ ପାଇଁ ଓଡ଼ିଶାକୁ ବଳି ପକାଇବାକୁ ଆନ୍ଧ୍ରର ବଡ଼ ଚକ୍ରାନ୍ତ appeared first on .