ନିଜିଗଡ଼ ଗ୍ରାମରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର
ଆଠଗଡ଼ : ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନିଜିଗଡ଼ ଗ୍ରାମ ନିକଟରୁ ଏକ ୧୦ ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପଲାଇର ସଦସ୍ୟ । ସାପଟିକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ସାପଟି ଏକ ଗଛ ଉପରେ ଚଢିଥିବା ଦେଖିବାକୁ ମିଳିଥିଲା । ପରେ ସ୍ନେକ ହେଲ୍ପଲାଇନର ସଦସ୍ୟ ପହଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ । ସାପଟିକୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା । The post ନିଜିଗଡ଼ ଗ୍ରାମରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର appeared first on KNews Odisha.

ଆଠଗଡ଼ : ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନିଜିଗଡ଼ ଗ୍ରାମ ନିକଟରୁ ଏକ ୧୦ ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପଲାଇର ସଦସ୍ୟ । ସାପଟିକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ସାପଟି ଏକ ଗଛ ଉପରେ ଚଢିଥିବା ଦେଖିବାକୁ ମିଳିଥିଲା । ପରେ ସ୍ନେକ ହେଲ୍ପଲାଇନର ସଦସ୍ୟ ପହଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ । ସାପଟିକୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା ।
The post ନିଜିଗଡ଼ ଗ୍ରାମରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର appeared first on KNews Odisha.