ନିଜେ ମରି ବଞ୍ଚାଇ ଦେଇଗଲେ ଆଉ କାହା ଜୀବନ

ଆଉ ଜନ୍ମ ଦେଇଥିବା ବାପା-ମାଆଙ୍କୁ କନ୍ଦାଇ ଦେଇଗଲେ। ହେଲେ ବଞ୍ଚାଇ ଦେଇଗଲେ ଆଉ କାହା ଜୀବନ। 

ନିଜେ ମରି ବଞ୍ଚାଇ ଦେଇଗଲେ ଆଉ କାହା ଜୀବନ

ନବମ ଶ୍ରେଣୀରେ ପଢ଼ୁଥିଲେ। କେତେ କ’ଣ ସ୍ୱପ୍ନ ଦେଖୁଥିଲେ। ହେଲେ ଜୀବନକୁ ଭଲ କରି ଦେଖିବା ପୂର୍ବରୁ ଅଫେରା ପଥରେ ଚାଲିଗଲେ ୧୪ ବର୍ଷର ଝିଅ ଦମୟନ୍ତୀ। ଦୀର୍ଘ ଦିନ ଧରି ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରି ଶେଷରେ ହାରିଗଲେ। ଆଉ ଜନ୍ମ ଦେଇଥିବା ବାପା-ମାଆଙ୍କୁ କନ୍ଦାଇ ଦେଇଗଲେ। ହେଲେ ବଞ୍ଚାଇ ଦେଇଗଲେ ଆଉ କାହା ଜୀବନ। ଦେଖନ୍ତୁ ପୂରା ରିପୋର୍ଟ।