ନିଦ ହଜେଇଲା ମୋନାଲିସାଙ୍କ ଶାଢି ଲୁକ୍; ହେଉଛି ଭାଇରାଲ୍

ଭୋଜପୁରୀ ଅଭିନେତ୍ରୀ ମୋନାଲିସା ନିଜର ବୋଲ୍ଡ ଲୁକ୍ ଯୋଗୁଁ ସୋସିଆଲ ମିଡିଆରେ ସବୁବେଳେ ଖବରରେ ରହିଥା’ନ୍ତି। ଯେତେବେଳେ ସେ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ପୋଷ୍ଟ୍‌ କରନ୍ତି, ପ୍ରଶଂସକଙ୍କ ଆଖିରୁ ତାଙ୍କ ଠାରେ ଲାଖିଯାଏ। ତାଙ୍କ ଚେହେରା ସମସ୍ତଙ୍କୁ ବଶୀଭୂତ କରିଦିଏ।