ନିଦରେ ଶୋଇଥିବା ବେଳେ ରହସ୍ୟଜନକ ମୃତ୍ୟୁ, ମୃତକ ଦ୍ବୟ ଭାରତୀୟ ଛାତ୍ର

ନିଦରେ ଶୋଇଥିବା ବେଳେ ରହସ୍ୟଜନକ ମୃତ୍ୟୁ । ଆମେରିକାରେ ଦୁଇ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନାର , ଅନ୍ୟଜଣେ ଆନ୍ଧ୍ରପ୍ରଦେଶର । ଦୁଇ ଛାତ୍ର ଦିନେଶ ଓ ନିକେଶ ବିଟେକ ପରେ ନିଜର ଉଚ୍ଚଶିକ୍ଷା ସମ୍ପନ୍ନ ପାଇଁ ଆମେରିକା ଯାଇଥିଲେ । କିନ୍ତୁ ପହଞ୍ଚିବାର ଠିକ ୧୬ଦିନ ପରେ ରବିବାର ସେମାନଙ୍କର ମୃତ୍ୟୁ ଖବର ସାମନାକୁ ଆସିଥିଲା । ଦିନେଶଙ୍କ ବାପା ଗଟୁ ଭେନକାନା ପୁଅର ମୃତ୍ୟୁକୁ […] The post ନିଦରେ ଶୋଇଥିବା ବେଳେ ରହସ୍ୟଜନକ ମୃତ୍ୟୁ, ମୃତକ ଦ୍ବୟ ଭାରତୀୟ ଛାତ୍ର appeared first on KNews Odisha.

ନିଦରେ ଶୋଇଥିବା ବେଳେ ରହସ୍ୟଜନକ ମୃତ୍ୟୁ, ମୃତକ ଦ୍ବୟ ଭାରତୀୟ ଛାତ୍ର
police

ନିଦରେ ଶୋଇଥିବା ବେଳେ ରହସ୍ୟଜନକ ମୃତ୍ୟୁ । ଆମେରିକାରେ ଦୁଇ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନାର , ଅନ୍ୟଜଣେ ଆନ୍ଧ୍ରପ୍ରଦେଶର । ଦୁଇ ଛାତ୍ର ଦିନେଶ ଓ ନିକେଶ ବିଟେକ ପରେ ନିଜର ଉଚ୍ଚଶିକ୍ଷା ସମ୍ପନ୍ନ ପାଇଁ ଆମେରିକା ଯାଇଥିଲେ । କିନ୍ତୁ ପହଞ୍ଚିବାର ଠିକ ୧୬ଦିନ ପରେ ରବିବାର ସେମାନଙ୍କର ମୃତ୍ୟୁ ଖବର ସାମନାକୁ ଆସିଥିଲା । ଦିନେଶଙ୍କ ବାପା ଗଟୁ ଭେନକାନା ପୁଅର ମୃତ୍ୟୁକୁ ନେଇ କହିଛନ୍ତି କି କାର୍ବନ ମନୋକ୍ସାଇଡ ପଏଜନିଙ୍ଗ ଦ୍ବାରା ଦିନେଶର ମୃତ୍ୟୁ ହୋଇଛି ।

The post ନିଦରେ ଶୋଇଥିବା ବେଳେ ରହସ୍ୟଜନକ ମୃତ୍ୟୁ, ମୃତକ ଦ୍ବୟ ଭାରତୀୟ ଛାତ୍ର appeared first on KNews Odisha.