ନିର୍ବାଚନ ଆଚରଣ ବିଧି ଲାଗୁ ସତ୍ତ୍ବେ ସରକାରୀ ଅଧିକାରୀଙ୍କ ସହ ବୈଠକ, CEOଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ବର ୨୫।୩: ନିର୍ବାଚନ ଲାଗି ଗୋଟିଏ ଜିଲ୍ଲାରେ ବର୍ଷ ବର୍ଷ ଧରି ରହିଥିବା ଅଧିକାରୀ ମାନଙ୍କୁ ବଦଳି କରିବାର ନିୟମ ନିର୍ବାଚନ କମିଶନ କରିଥିଲେ ମଧ୍ୟ କଟକ ଜିଲ୍ଲାରେ ଅନେକ ଅଧିକାରୀଙ୍କୁ ବଦଳି ନକରିବା ଅଭିଯୋଗ ହୋଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ଥିବା ସତ୍ତ୍ବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା MBK ଏବଂ ଅନ୍ୟ ସରକାରୀ ଅଧିକାରୀଙ୍କୁ ଡାକି ବୈଠକ କରିବା ଅଭିଯୋଗରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ରାଜ୍ୟ ବିଜେପି ଫେରାଦ ହୋଇଛି । ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ନେବାକୁ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି ।You Can Read :ବିଜେଡି ଛାଡିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର

ନିର୍ବାଚନ ଆଚରଣ ବିଧି ଲାଗୁ ସତ୍ତ୍ବେ ସରକାରୀ ଅଧିକାରୀଙ୍କ ସହ ବୈଠକ, CEOଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ବର ୩: ନିର୍ବାଚନ ଲାଗି ଗୋଟିଏ ଜିଲ୍ଲାରେ ବର୍ଷ ବର୍ଷ ଧରି ରହିଥିବା ଅଧିକାରୀ ମାନଙ୍କୁ ବଦଳି କରିବାର ନିୟମ ନିର୍ବାଚନ କମିଶନ କରିଥିଲେ ମଧ୍ୟ କଟକ ଜିଲ୍ଲାରେ ଅନେକ ଅଧିକାରୀଙ୍କୁ ବଦଳି ନକରିବା ଅଭିଯୋଗ ହୋଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ଥିବା ସତ୍ତ୍ବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା MBK ଏବଂ ଅନ୍ୟ ସରକାରୀ ଅଧିକାରୀଙ୍କୁ ଡାକି ବୈଠକ କରିବା ଅଭିଯୋଗରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ରାଜ୍ୟ ବିଜେପି ଫେରାଦ ହୋଇଛି । ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ନେବାକୁ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି ।

You Can Read :

ବିଜେଡି ଛାଡିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର