ନିର୍ବାଚନ ଜିତିବା ପରେ ମହିଳାଙ୍କୁ ଟ୍ରମ୍ଫଙ୍କ ବଡ ବାର୍ତ୍ତା : ପ୍ରଥମ ମହିଳା ଭାବେ ସୁସି ୱିଲ୍ସଙ୍କୁ ଦାୟିତ୍ୱ

କନକବ୍ୟୁରୋ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଜିତିବା ପରେ ଆମେରିକାର ମହିଳା ଭୋଟରଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି। ରିପବ୍ଲିକାନ୍ ପାର୍ଟିର ରଣନୀତିକାର ସୁସି ୱିଲ୍ସଙ୍କୁ ହ୍ବାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ଭାବେ ନିଯୁକ୍ତି ଦେଇଛନ୍ତି । ସୁସି ୱିଲ୍ସ ଫ୍ଲୋରିଡ଼ାର ଜଣେ ଅଭିଜ୍ଞ ରିପବ୍ଲିକାନ୍ ରଣନୀତିକାର, ଯିଏ ୨୦୧୬ ଓ ୨୦୨୦ ମସିହାରେ ଫ୍ଲୋରିଡ଼ାରେ ଟ୍ରମ୍ପଙ୍କ ଅଭିଯାନର ନେତୃତ୍ବ ନେଇଥିଲେ । ହ୍ବାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ହେବାରେ ପ୍ରଥମ ମହିଳା ହେଉଛନ୍ତି ସୁସି ୱିଲ୍ସ  । ଜାନୁଆରୀ ମାସରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ୱିଲ୍ସଙ୍କ ନିଯୁକ୍ତି ଟ୍ରମ୍ପଙ୍କ ବଡ଼ ପଦକ୍ଷେପ ।  

ନିର୍ବାଚନ ଜିତିବା ପରେ ମହିଳାଙ୍କୁ ଟ୍ରମ୍ଫଙ୍କ ବଡ ବାର୍ତ୍ତା : ପ୍ରଥମ ମହିଳା ଭାବେ ସୁସି  ୱିଲ୍ସଙ୍କୁ ଦାୟିତ୍ୱ

କନକବ୍ୟୁରୋ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଜିତିବା ପରେ ଆମେରିକାର ମହିଳା ଭୋଟରଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି। ରିପବ୍ଲିକାନ୍ ପାର୍ଟିର ରଣନୀତିକାର ସୁସି ୱିଲ୍ସଙ୍କୁ ହ୍ବାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ଭାବେ ନିଯୁକ୍ତି ଦେଇଛନ୍ତି ।

ସୁସି ୱିଲ୍ସ ଫ୍ଲୋରିଡ଼ାର ଜଣେ ଅଭିଜ୍ଞ ରିପବ୍ଲିକାନ୍ ରଣନୀତିକାର, ଯିଏ ୨୦୧୬ ଓ ୨୦୨୦ ମସିହାରେ ଫ୍ଲୋରିଡ଼ାରେ ଟ୍ରମ୍ପଙ୍କ ଅଭିଯାନର ନେତୃତ୍ବ ନେଇଥିଲେ । ହ୍ବାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ହେବାରେ ପ୍ରଥମ ମହିଳା ହେଉଛନ୍ତି ସୁସି ୱିଲ୍ସ  । ଜାନୁଆରୀ ମାସରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ୱିଲ୍ସଙ୍କ ନିଯୁକ୍ତି ଟ୍ରମ୍ପଙ୍କ ବଡ଼ ପଦକ୍ଷେପ ।