ନିର୍ବାଚନ ପୂର୍ବ ପ୍ରସ୍ତୁତି, ବଡ଼ଚଣାରେ ସିଆର୍ପିଏଫ୍ର ଫ୍ଲାଗ୍ ମାର୍ଚ୍ଚ
ଚଣ୍ଡିଖୋଲ: ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବଡ଼ଚଣାରେ ସିଆର୍ପିଏଫ୍ର ଫ୍ଲାଗ୍ ମାର୍ଚ୍ଚ। ନିର୍ବାଚନ ସମୟରେ କିପରି ଆଇନ୍ ଶୃଙ୍ଖଳିତ ରହିବ ଏବଂ ନିରପେକ୍ଷ ତଥା ସୁଚାରୁ ରୂପେ ନିର୍ବାଚନ କାରଯିବ ସେନେଇ ଏହି ଫ୍ଲାଗ୍ ମାଚ୍ କରାଯାଇଛି ।ଯାଜପୁର ପ୍ରଶାସନ ଓ ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ତତ୍ବବଧାନରେ ବଡ଼ଚଣାର ବିଭିନ୍ନ ସ୍ଥାନ ଯଥା, କୋଲ୍ଲାସି, ଦର୍ପଣ ଓ ଚଣ୍ଡିଖୋଲରେ ଫ୍ଲାଗ୍ ମାର୍ଚ୍ଚ ହୋଇଥିଲା । ଏଥିରେ ସିଆର୍ପିଏଫ୍ ଇନ୍ସପେକ୍ଟର ବିନୟ କୁମାରଙ୍କ ନେତୃତ୍ବରେ ୩୦ରୁ ଉର୍ଦ୍ଧ୍ବ ଯବାନଙ୍କ ସହ ବଡ଼ଚଣା ଥାନା ଓ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଜହର ଆବେଦିନ୍ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଚଣ୍ଡିଖୋଲ: ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବଡ଼ଚଣାରେ ସିଆର୍ପିଏଫ୍ର ଫ୍ଲାଗ୍ ମାର୍ଚ୍ଚ। ନିର୍ବାଚନ ସମୟରେ କିପରି ଆଇନ୍ ଶୃଙ୍ଖଳିତ ରହିବ ଏବଂ ନିରପେକ୍ଷ ତଥା ସୁଚାରୁ ରୂପେ ନିର୍ବାଚନ କାରଯିବ ସେନେଇ ଏହି ଫ୍ଲାଗ୍ ମାଚ୍ କରାଯାଇଛି ।
ଯାଜପୁର ପ୍ରଶାସନ ଓ ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ତତ୍ବବଧାନରେ ବଡ଼ଚଣାର ବିଭିନ୍ନ ସ୍ଥାନ ଯଥା, କୋଲ୍ଲାସି, ଦର୍ପଣ ଓ ଚଣ୍ଡିଖୋଲରେ ଫ୍ଲାଗ୍ ମାର୍ଚ୍ଚ ହୋଇଥିଲା । ଏଥିରେ ସିଆର୍ପିଏଫ୍ ଇନ୍ସପେକ୍ଟର ବିନୟ କୁମାରଙ୍କ ନେତୃତ୍ବରେ ୩୦ରୁ ଉର୍ଦ୍ଧ୍ବ ଯବାନଙ୍କ ସହ ବଡ଼ଚଣା ଥାନା ଓ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଜହର ଆବେଦିନ୍ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।