ନିର୍ବାଚନ ପୂର୍ବରୁ ଆମପାଣି ଥାନା ପକ୍ଷରୁ ସୀମାନ୍ତ ରେ କଡାକଡି ଚେକିଂ।

କଳାହାଣ୍ଡି:୦୬/୦୪ ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ନିର୍ବାଚନ କୁ ଅବାଧ ଓ ଶାନ୍ତି ଶୃଙ୍ଖଳା ସହ ସାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ର ବିଭିନ୍ନ ପ୍ରବେଶ ପଥ ରେ କଡାକଡି ଚେକିଂ କରା ଯାଉଛି।।କୋକସରା ବ୍ଲକ ଆମପାଣି ଥାନା କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମା ରେ ରହିଥିବା ବେଳେ ଆମପାଣି ସାହାଜଖୋଲ ଜଙ୍ଗଲ ରେ ବିଗତ ବର୍ଷ ମାନଙ୍କରେ ମାଓବାଦୀ ଙ୍କ ଗତିବିଧି ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ […] The post ନିର୍ବାଚନ ପୂର୍ବରୁ ଆମପାଣି ଥାନା ପକ୍ଷରୁ ସୀମାନ୍ତ ରେ କଡାକଡି ଚେକିଂ। appeared first on Odisha.News.

ନିର୍ବାଚନ ପୂର୍ବରୁ ଆମପାଣି ଥାନା ପକ୍ଷରୁ ସୀମାନ୍ତ ରେ କଡାକଡି ଚେକିଂ।

କଳାହାଣ୍ଡି:୦୬/୦୪
ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ନିର୍ବାଚନ କୁ ଅବାଧ ଓ ଶାନ୍ତି ଶୃଙ୍ଖଳା ସହ ସାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ର ବିଭିନ୍ନ ପ୍ରବେଶ ପଥ ରେ କଡାକଡି ଚେକିଂ କରା ଯାଉଛି।।କୋକସରା ବ୍ଲକ ଆମପାଣି ଥାନା କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମା ରେ ରହିଥିବା ବେଳେ ଆମପାଣି ସାହାଜଖୋଲ ଜଙ୍ଗଲ ରେ ବିଗତ ବର୍ଷ ମାନଙ୍କରେ ମାଓବାଦୀ ଙ୍କ ଗତିବିଧି ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଆମପାଣି ଥାନା ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ ରେ କଡାକଡି ଚେକିଂ କରା ଯାଉଛି।।ନବରଙ୍ଗପୁର ଓ ଭବାନୀପାଟଣା ଦେଇ ଆସୁଥିବା ସମସ୍ତ ଗାଡିମୋଟର କୁ ଚେକିଂ କରି ଛଡା ଯାଉଛି। ଆମପାଣି ପୁଲିସ ଓ ବିଏସଏଫ ଯବାନ ମାନେ ଉଭୟ ପଟ ରୁ ଆସୁଥିବା ଗାଡିମୋଟର ଚେକିଂ କରୁଥିବା ଦେଖିବାକୁ ମିଳିଛି।

The post ନିର୍ବାଚନ ପୂର୍ବରୁ ଆମପାଣି ଥାନା ପକ୍ଷରୁ ସୀମାନ୍ତ ରେ କଡାକଡି ଚେକିଂ। appeared first on Odisha.News.