ନିର୍ବାଚନ ପୂର୍ବରୁ କଳାକାରଙ୍କୁ ନବୀନ ନିବାସ ଡକରା, ସାମିଲ ହେଲେ କମେଡିଆନ ଓ ୟୁଟ୍ୟୁବର

ଭୁବନେଶ୍ୱର ୧୨/୦୪: ନବୀନ ନିବାସରେ କଳାକାରଙ୍କ ଭିଡ଼ । ଫିଲ୍ମ ଷ୍ଟାର ଏବଂ ଗୀତିକାର ମାନଙ୍କୁ ନବୀନ ନିବାସ ଡ଼କରା । କମେଡ଼ିଆନ୍ ଏବଂ ୟୁଟୁବର ମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ନବୀନ ନିବାସରେ ବିଧାୟକ ପାର୍ଥି ପ୍ରସନ୍ନ ଆଚାର୍ଯ୍ୟ ବି ଉପସ୍ଥିତ । କଳାକାରଙ୍କ ମଧ୍ୟରେ ସ୍ୱରାଜ ବାରିକ, ଅମ୍ଲାନ ଦାସ, କମେଡିଆନ ସନ୍ତୁ, ସଙ୍କର, ଭୂମିକା, ସମ୍ବିତ, ଲିପ୍ସା, ଦେବାଶିଷ, ନିକିତା । ସୂଚନା ଥାଉକି, ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ହତେଇବାକୁ ନେତାମାନେ ଜାରି ରଖଛନ୍ତି ପ୍ରୟାସ । ଏହି ପରିପ୍ରେକ୍ଷୀରେ ସବୁ ୟୁଟ୍ୟୁବର ଓ କଳାକାର ଓ ଗୀତିକାରଙ୍କୁ ଡକରା ହୋଇଛି । ଯାହା ଅନୁମାନ କରାଯାଉଛି, ବୋଧହୁଏ ଏମାନଙ୍କୁ ବିଜେଡି ଷ୍ଟାର ପ୍ରଚାରକ କରିପାରେ । କାରଣ ନିର୍ବାଚନ ପାଇଁ ହାତରେ କମ୍ ଦିନ ସମୟ ଅଛି । 

ନିର୍ବାଚନ ପୂର୍ବରୁ କଳାକାରଙ୍କୁ ନବୀନ ନିବାସ ଡକରା, ସାମିଲ ହେଲେ କମେଡିଆନ ଓ ୟୁଟ୍ୟୁବର

ଭୁବନେଶ୍ୱର ୧୨/୦୪: ନବୀନ ନିବାସରେ କଳାକାରଙ୍କ ଭିଡ଼ । ଫିଲ୍ମ ଷ୍ଟାର ଏବଂ ଗୀତିକାର ମାନଙ୍କୁ ନବୀନ ନିବାସ ଡ଼କରା । କମେଡ଼ିଆନ୍ ଏବଂ ୟୁଟୁବର ମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ନବୀନ ନିବାସରେ ବିଧାୟକ ପାର୍ଥି ପ୍ରସନ୍ନ ଆଚାର୍ଯ୍ୟ ବି ଉପସ୍ଥିତ । କଳାକାରଙ୍କ ମଧ୍ୟରେ ସ୍ୱରାଜ ବାରିକ, ଅମ୍ଲାନ ଦାସ, କମେଡିଆନ ସନ୍ତୁ, ସଙ୍କର, ଭୂମିକା, ସମ୍ବିତ, ଲିପ୍ସା, ଦେବାଶିଷ, ନିକିତା । 

ସୂଚନା ଥାଉକି, ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ହତେଇବାକୁ ନେତାମାନେ ଜାରି ରଖଛନ୍ତି ପ୍ରୟାସ । ଏହି ପରିପ୍ରେକ୍ଷୀରେ ସବୁ ୟୁଟ୍ୟୁବର ଓ କଳାକାର ଓ ଗୀତିକାରଙ୍କୁ ଡକରା ହୋଇଛି । ଯାହା ଅନୁମାନ କରାଯାଉଛି, ବୋଧହୁଏ ଏମାନଙ୍କୁ ବିଜେଡି ଷ୍ଟାର ପ୍ରଚାରକ କରିପାରେ । କାରଣ ନିର୍ବାଚନ ପାଇଁ ହାତରେ କମ୍ ଦିନ ସମୟ ଅଛି ।