ନିର୍ବାଚନ ପୂର୍ବରୁ କାହିଁକି ଇସ୍ତଫା ଦେଲେ ଅରୁଣ ଗୋୟଲ, ବ୍ୟକ୍ତିଗତ କାରଣ ନା ଅନ୍ୟ କିଛି…

ନୂଆଦିଲ୍ଲୀ,୧୨।୩: ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇ ଅରୁଣ ଗୋୟଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସବୁ ସ୍ଥାନରେ ତାଙ୍କ ଇସ୍ତଫା ନେଇ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ବିରୋଧୀ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି ଏବଂ ଅରୁଣ ଗୋୟଲ କାହିଁକି ଇସ୍ତଫା ଦେଇଛନ୍ତି ବୋଲି ପଚାରିଛନ୍ତି। ତାଙ୍କ କହିବାନୁଯାୟୀ, ୨୦୨୨ରେ ଅରୁଣ ଗୋୟଲଙ୍କୁ ଭାଜପା ସରକାର ଏହି ପଦରେ ନିଯୁକ୍ତ କରିଥିଲେ। ଏବେ କ’ଣ ହେଲା ଯେ ଅରୁଣ ଗୋୟଲ ଇସ୍ତଫା ଦେଇଛନ୍ତି। ଅରୁଣ ଗୋୟଲ […] The post ନିର୍ବାଚନ ପୂର୍ବରୁ କାହିଁକି ଇସ୍ତଫା ଦେଲେ ଅରୁଣ ଗୋୟଲ, ବ୍ୟକ୍ତିଗତ କାରଣ ନା ଅନ୍ୟ କିଛି… appeared first on Dharitri Odia News.

ନିର୍ବାଚନ ପୂର୍ବରୁ କାହିଁକି ଇସ୍ତଫା ଦେଲେ ଅରୁଣ ଗୋୟଲ, ବ୍ୟକ୍ତିଗତ କାରଣ ନା ଅନ୍ୟ କିଛି…

ନୂଆଦିଲ୍ଲୀ,୧୨।୩: ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇ ଅରୁଣ ଗୋୟଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସବୁ ସ୍ଥାନରେ ତାଙ୍କ ଇସ୍ତଫା ନେଇ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ବିରୋଧୀ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି ଏବଂ ଅରୁଣ ଗୋୟଲ କାହିଁକି ଇସ୍ତଫା ଦେଇଛନ୍ତି ବୋଲି ପଚାରିଛନ୍ତି। ତାଙ୍କ କହିବାନୁଯାୟୀ, ୨୦୨୨ରେ ଅରୁଣ ଗୋୟଲଙ୍କୁ ଭାଜପା ସରକାର ଏହି ପଦରେ ନିଯୁକ୍ତ କରିଥିଲେ। ଏବେ କ’ଣ ହେଲା ଯେ ଅରୁଣ ଗୋୟଲ ଇସ୍ତଫା ଦେଇଛନ୍ତି।

ଅରୁଣ ଗୋୟଲ ଭାରତର କେନ୍ଦ୍ରୀୟ ନିର୍ବାଚନ କମିଶନର ଥିଲେ। ସବୁକିଛି ଠିକ ଚାଲିଥିଲା। ଲୋକ ସଭା ନିର୍ବାଚନର ତାରିଖ ଘୋଷଣା ହେବାକୁ ଥିଲା। କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ନିର୍ବାଚନ ଆୟୋଗରେ ପହଞ୍ଚିଛନ୍ତି। କିନ୍ତୁ ଗୋୟଲ ବୈଠକରେ ଉପସ୍ଥିତ ନାହାଁନ୍ତି ଏବଂ ଅରୁଣ ଗୋୟଲ ଇସ୍ତଫା ଦେଇଥିବା ଖବର ଆସିଛି। ଅରୁଣ ଗୋୟଲ ଭାରତୀୟ ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ

The post ନିର୍ବାଚନ ପୂର୍ବରୁ କାହିଁକି ଇସ୍ତଫା ଦେଲେ ଅରୁଣ ଗୋୟଲ, ବ୍ୟକ୍ତିଗତ କାରଣ ନା ଅନ୍ୟ କିଛି… appeared first on Dharitri Odia News.