ନିର୍ବାଚନ ଫଳାଫଳ ପରେ ରାହୁଲଙ୍କ ପାଇଁ ଆଉ ଏକ ଖୁସିଖବର

ନୂଆଦିଲ୍ଲୀ, ୭।୬: ଲୋକ ସଭା ନିର୍ବାଚନରେ କଂଗ୍ରେସର ଭଲ ପ୍ରଦର୍ଶନ ପରେ ରାହୁଲ ଗାନ୍ଧୀଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। ମାନହାନି ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାଜପାମାମଲା ଦାୟର କରିଥିଲା। ଏକ ଖବରକାଗଜରେ ଅପମାନଜନକ ବିଜ୍ଞାପନ ପ୍ରକାଶ କରିଥିବା ନେଇ ଭାଜପାର କର୍ନାଟକ ୟୁନିଟ ପକ୍ଷରୁ ଦାଖଲ କରାଯାଇଥିବା ମାମଲାରେ କଂଗ୍ରେସ ନେତା ରାହୁଲଙ୍କୁ ଏକ ସ୍ବତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଛନ୍ତି। […] The post ନିର୍ବାଚନ ଫଳାଫଳ ପରେ ରାହୁଲଙ୍କ ପାଇଁ ଆଉ ଏକ ଖୁସିଖବର appeared first on Dharitri Odia News.

ନିର୍ବାଚନ ଫଳାଫଳ ପରେ ରାହୁଲଙ୍କ ପାଇଁ ଆଉ ଏକ ଖୁସିଖବର

ନୂଆଦିଲ୍ଲୀ, ୭।୬: ଲୋକ ସଭା ନିର୍ବାଚନରେ କଂଗ୍ରେସର ଭଲ ପ୍ରଦର୍ଶନ ପରେ ରାହୁଲ ଗାନ୍ଧୀଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। ମାନହାନି ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାଜପାମାମଲା ଦାୟର କରିଥିଲା। ଏକ ଖବରକାଗଜରେ ଅପମାନଜନକ ବିଜ୍ଞାପନ ପ୍ରକାଶ କରିଥିବା ନେଇ ଭାଜପାର କର୍ନାଟକ ୟୁନିଟ ପକ୍ଷରୁ ଦାଖଲ କରାଯାଇଥିବା ମାମଲାରେ କଂଗ୍ରେସ ନେତା ରାହୁଲଙ୍କୁ ଏକ ସ୍ବତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜୁନ ୨ ଅଦାଲତ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ମାନହାନୀ ମାମଲାରେ ହାଜର ହେବା ପରେ ଜାମିନ ପ୍ରଦାନ କରିଥିଲେ।

The post ନିର୍ବାଚନ ଫଳାଫଳ ପରେ ରାହୁଲଙ୍କ ପାଇଁ ଆଉ ଏକ ଖୁସିଖବର appeared first on Dharitri Odia News.