ନିର୍ବାଚନୀ ଇସ୍ତାହାର ଘୋଷଣା କଲା ବିଜେପି

ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ରବିବାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ବିଜେପି। ଇସ୍ତାହାର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ... The post ନିର୍ବାଚନୀ ଇସ୍ତାହାର ଘୋଷଣା କଲା ବିଜେପି appeared first on .

ନିର୍ବାଚନୀ ଇସ୍ତାହାର ଘୋଷଣା କଲା ବିଜେପି

ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ରବିବାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ବିଜେପି। ଇସ୍ତାହାର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ବାଚନ ଇସ୍ତାହାରରେ ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କ ଉପରେ ଫୋକସ ରହିଛି। କାର୍ଯ୍ଯକ୍ରମରେ ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଉପସ୍ଥିତ ଅଛନ୍ତି। ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ ମନ୍ତ୍ର ଦିଆଯାଇଛି। ନିର୍ବାଚନ ଇସ୍ତାହାର ପ୍ରସ୍ତୁତି ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ବରେ ଗଠିତ ହୋଇଥିଲା ଏକ ୨୭ ଜଣିଆ କମିଟି।

The post ନିର୍ବାଚନୀ ଇସ୍ତାହାର ଘୋଷଣା କଲା ବିଜେପି appeared first on .