ନିର୍ବାଚନୀ ମାମଲାରେ ଦୁଇ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଜବାବ ଦାଖଲ ଜଣେ ଲୋଡିଲେ ସମୟ

କଟକ ୧୨।୯: ହାଇକୋର୍ଟରେ ସୋର ବିଧାନସଭା ନିର୍ବାଚନୀ ମାମଲା । ଜବାବ ଦାଖଲ ପାଇଁ ସମୟ ଲୋଡିଲେ ପ୍ରତିପକ୍ଷ। ନିର୍ବାଚନୀ ମାମଲା ଦାୟର କରିଛନ୍ତି ବିଜେପି ପ୍ରାର୍ଥୀ ପର୍ଶୁରାମ ଧଡ଼ା। ଅକ୍ଟୋବର ୩ ରେ ପରବର୍ତ୍ତୀ ଶୁଣାଣି।ସେହିପରି ବ୍ରହ୍ମପୁର ବିଧାନସଭା ନିର୍ବାଚନୀ ମାମଲାରେ ବିଧାୟକ କେ. ଅନିଲ କୁମାରଙ୍କୁ ନୋଟିସ ଜାରି କଲେ କୋର୍ଟ । ସ୍ଥାନୀୟ ଭୋଟର ମନୋଜ ପଣ୍ଡାଙ୍କ ପକ୍ଷରୁ ଦାୟର ହୋଇଥିଲା ମାମଲା। ନଭେମ୍ବର ୯ ତାରିଖରେ ପରବର୍ତ୍ତୀ ଶୁଣାଣି।ଭୁବନେଶ୍ୱର ଏକାମ୍ର ବିଧାନସଭା ନିର୍ବାଚନୀ ମାମଲାରେ ବିଧାୟକ ବାବୁ ସିଂଙ୍କୁ ହାଇକୋର୍ଟଙ୍କ ନୋଟିସ। ପରାଜିତ ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡାଙ୍କ ଆବେଦନ ଆଧାରରେ ଜବାବ ଦାଖଲ ପାଇଁ ନୋଟିସ। ଆସନ୍ତା ଅକ୍ଟୋବର ୪ ତାରିଖରେ ପରବର୍ତ୍ତୀ ଶୁଣାଣି।You Can Read:ବାର୍ଡ଼ ପ୍ଲୁ ଓ ମଙ୍କିପକ୍ସକୁ ନେଇ ସବୁ ଜିଲ୍ଲା ଉପରେ ରହିଛି ନଜର : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ  

ନିର୍ବାଚନୀ ମାମଲାରେ ଦୁଇ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଜବାବ ଦାଖଲ ଜଣେ ଲୋଡିଲେ ସମୟ

କଟକ ୧୨।୯: ହାଇକୋର୍ଟରେ ସୋର ବିଧାନସଭା ନିର୍ବାଚନୀ ମାମଲା । ଜବାବ ଦାଖଲ ପାଇଁ ସମୟ ଲୋଡିଲେ ପ୍ରତିପକ୍ଷ। ନିର୍ବାଚନୀ ମାମଲା ଦାୟର କରିଛନ୍ତି ବିଜେପି ପ୍ରାର୍ଥୀ ପର୍ଶୁରାମ ଧଡ଼ା। ଅକ୍ଟୋବର ୩ ରେ ପରବର୍ତ୍ତୀ ଶୁଣାଣି।

ସେହିପରି ବ୍ରହ୍ମପୁର ବିଧାନସଭା ନିର୍ବାଚନୀ ମାମଲାରେ ବିଧାୟକ କେ. ଅନିଲ କୁମାରଙ୍କୁ ନୋଟିସ ଜାରି କଲେ କୋର୍ଟ । ସ୍ଥାନୀୟ ଭୋଟର ମନୋଜ ପଣ୍ଡାଙ୍କ ପକ୍ଷରୁ ଦାୟର ହୋଇଥିଲା ମାମଲା। ନଭେମ୍ବର ୯ ତାରିଖରେ ପରବର୍ତ୍ତୀ ଶୁଣାଣି।

ଭୁବନେଶ୍ୱର ଏକାମ୍ର ବିଧାନସଭା ନିର୍ବାଚନୀ ମାମଲାରେ ବିଧାୟକ ବାବୁ ସିଂଙ୍କୁ ହାଇକୋର୍ଟଙ୍କ ନୋଟିସ। ପରାଜିତ ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡାଙ୍କ ଆବେଦନ ଆଧାରରେ ଜବାବ ଦାଖଲ ପାଇଁ ନୋଟିସ। ଆସନ୍ତା ଅକ୍ଟୋବର ୪ ତାରିଖରେ ପରବର୍ତ୍ତୀ ଶୁଣାଣି।

You Can Read:

ବାର୍ଡ଼ ପ୍ଲୁ ଓ ମଙ୍କିପକ୍ସକୁ ନେଇ ସବୁ ଜିଲ୍ଲା ଉପରେ ରହିଛି ନଜର : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ