ନିର୍ମାଣଧୀନ କୋଠାରୁ ପଡ଼ି ୨ ଶ୍ରମିକ ଗୁରୁତର
ଭୁବନେଶ୍ୱର(କେନ୍ୟୁଜ୍): ନିର୍ମାଣଧୀନ କୋଠାରୁ ପଡ଼ି ଦୁଇ ଶ୍ରମିକ ଗୁରୁତର ।କୋଠାର ତୃତୀୟ ମହଲା କାମ ଚାଲୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ଗଳି ପଡ଼ିଥିଲେ ଦୁଇ ଶ୍ରମିକ । ଦୁଇ ଆହତ ଶ୍ରମିକଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ନିର୍ମାଣଧୀନ କୋଠା ଜଣେ ପୂର୍ବତନ ମନ୍ତ୍ରୀଙ୍କର ବୋଲି ଜଣାପଡ଼ିଛି । The post ନିର୍ମାଣଧୀନ କୋଠାରୁ ପଡ଼ି ୨ ଶ୍ରମିକ ଗୁରୁତର appeared first on KNews Odisha.

ଭୁବନେଶ୍ୱର(କେନ୍ୟୁଜ୍): ନିର୍ମାଣଧୀନ କୋଠାରୁ ପଡ଼ି ଦୁଇ ଶ୍ରମିକ ଗୁରୁତର ।କୋଠାର ତୃତୀୟ ମହଲା କାମ ଚାଲୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ଗଳି ପଡ଼ିଥିଲେ ଦୁଇ ଶ୍ରମିକ । ଦୁଇ ଆହତ ଶ୍ରମିକଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ନିର୍ମାଣଧୀନ କୋଠା ଜଣେ ପୂର୍ବତନ ମନ୍ତ୍ରୀଙ୍କର ବୋଲି ଜଣାପଡ଼ିଛି ।
The post ନିର୍ମାଣଧୀନ କୋଠାରୁ ପଡ଼ି ୨ ଶ୍ରମିକ ଗୁରୁତର appeared first on KNews Odisha.