ଅଧାରେ ଅଟକିଲା ଜଗଦଲପୁର ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ

ଜୟପୁର:  ଜଗଦଲପୁର ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଅଧାରେ ଅଟକିଲା  । ବଗି ରୁ ବଗି ଅଲଗା ହେବା ପରେ କୋଟପାଡ଼ ଆମଗୁଡା ରୁଟ ମଝିରେ ଅଟକି ରହିଛି ଟ୍ରେନ  । ଟ୍ରେନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ମରାମତି କାର୍ଯ୍ୟ ଆରମ୍ଭ କରିଛି ରେଳ ବିଭାଗ  । ତେବେ ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ମରାମତିକୁ ଯାତ୍ରୀମାନେ ଅପେକ୍ଷା ଅପେକ୍ଷା କରି ରହିଥିବା ବେଳେ ମରାମତି ହେଲା ପରେ ପୁଣିଥରେ ଚାଲିବ […] The post ଅଧାରେ ଅଟକିଲା ଜଗଦଲପୁର ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ appeared first on KNews Odisha.

ଅଧାରେ ଅଟକିଲା ଜଗଦଲପୁର ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ
train

ଜୟପୁର:  ଜଗଦଲପୁର ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଅଧାରେ ଅଟକିଲା  । ବଗି ରୁ ବଗି ଅଲଗା ହେବା ପରେ କୋଟପାଡ଼ ଆମଗୁଡା ରୁଟ ମଝିରେ ଅଟକି ରହିଛି ଟ୍ରେନ  । ଟ୍ରେନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ମରାମତି କାର୍ଯ୍ୟ ଆରମ୍ଭ କରିଛି ରେଳ ବିଭାଗ  ।

ତେବେ ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ମରାମତିକୁ ଯାତ୍ରୀମାନେ ଅପେକ୍ଷା ଅପେକ୍ଷା କରି ରହିଥିବା ବେଳେ ମରାମତି ହେଲା ପରେ ପୁଣିଥରେ ଚାଲିବ ଟ୍ରେନ ।

Also read: ଅଚଳ ହେଲା ପେଣ୍ଟୋଗ୍ରାଫ୍, ଅଟକିଛି ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ୍

The post ଅଧାରେ ଅଟକିଲା ଜଗଦଲପୁର ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ appeared first on KNews Odisha.