ନିଲମ୍ବନ ପ୍ରତ୍ୟାହାର ହଟିବା ପରେ ଶ୍ରୀଲଙ୍କା ଆୟୋଜନ କରିବ ଆଇସିସିର ବାର୍ଷିକ ସାଧାରଣ ବୈଠକ
କଲମ୍ବୋ,୧ା୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବାର୍ଷିକ ସାଧାରଣ ବୈଠକ ଜୁଲାଇରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ହରିନ ଫର୍ନାଣ୍ଡୋ ଗୁରୁବାର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସରକାରୀ ହସ୍ତକ୍ଷେପ ଯୋଗୁ ଶ୍ରୀଲଙ୍କା କ୍ରିକେଟ(ଏସ୍ଏଲ୍ସି) ଆଇସିସି ଦ୍ୱାରା ସସ୍ପେଣ୍ଡ ହୋଇଥିଲା। ଫଳତଃ ଏହି ଦେଶରେ ଆୟୋଜିତ ହେବାକୁ ଥିବା ୧୯ବର୍ଷକମ୍ ବିଶ୍ୱ କପ୍ ବର୍ତ୍ତମାନ ଦକ୍ଷିଣଆଫ୍ରିକାରେ ଖେଳାଯାଉଛି। ତେବେ ଆଇସିସି ଗତ ରବିବାର ଏସ୍ଏଲସି ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନେଇଛି। The post ନିଲମ୍ବନ ପ୍ରତ୍ୟାହାର ହଟିବା ପରେ ଶ୍ରୀଲଙ୍କା ଆୟୋଜନ କରିବ ଆଇସିସିର ବାର୍ଷିକ ସାଧାରଣ ବୈଠକ appeared first on Dharitri Odia News.
କଲମ୍ବୋ,୧ା୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବାର୍ଷିକ ସାଧାରଣ ବୈଠକ ଜୁଲାଇରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ହରିନ ଫର୍ନାଣ୍ଡୋ ଗୁରୁବାର ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସରକାରୀ ହସ୍ତକ୍ଷେପ ଯୋଗୁ ଶ୍ରୀଲଙ୍କା କ୍ରିକେଟ(ଏସ୍ଏଲ୍ସି) ଆଇସିସି ଦ୍ୱାରା ସସ୍ପେଣ୍ଡ ହୋଇଥିଲା। ଫଳତଃ ଏହି ଦେଶରେ ଆୟୋଜିତ ହେବାକୁ ଥିବା ୧୯ବର୍ଷକମ୍ ବିଶ୍ୱ କପ୍ ବର୍ତ୍ତମାନ ଦକ୍ଷିଣଆଫ୍ରିକାରେ ଖେଳାଯାଉଛି। ତେବେ ଆଇସିସି ଗତ ରବିବାର ଏସ୍ଏଲସି ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନେଇଛି।
The post ନିଲମ୍ବନ ପ୍ରତ୍ୟାହାର ହଟିବା ପରେ ଶ୍ରୀଲଙ୍କା ଆୟୋଜନ କରିବ ଆଇସିସିର ବାର୍ଷିକ ସାଧାରଣ ବୈଠକ appeared first on Dharitri Odia News.