ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ଅଫର ଦେଲା ଇଣ୍ଡିଆ ମିଳିତ ମଞ୍ଚ

ନୂଆଦିଲ୍ଲୀ,୩।୬: ଲୋକସଭା ନିର୍ବାଚନର ଫଳାଫଳ ଧୀରେ ଧୀରେ ଆସିବା ଆରମ୍ଭ କରିଛି। ଏହି ସମୟରେ ଏନଡିଏ ଆଗରେ ଅଛି। କିନ୍ତୁ, ପୂର୍ବ ତୁଳନାରେ ଇଣ୍ଡିଆ ମିଳିତ ମଞ୍ଚ ମଧ୍ୟ ଭଲ ସ୍ଥିତିରେ ଅଛି। ୨୯୯ ଟି ଆସନରେ ଏନଡିଏ ଆଗରେ ରହିଛି। ଏଥିରେ ଜେଡିୟୁର ୧୪ ଟି ସିଟ୍ ସାମିଲ ରହିଛି। ଏଭଳି ପରିସ୍ଥିତିରେ ସରକାର ଗଠନରେ ଜେଡିୟୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଏହି ସମୟରେ ରିପୋର୍ଟ ଅନୁଯାୟୀ ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ କରିବାକୁ […] The post ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ଅଫର ଦେଲା ଇଣ୍ଡିଆ ମିଳିତ ମଞ୍ଚ appeared first on Dharitri Odia News.

ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ଅଫର ଦେଲା ଇଣ୍ଡିଆ ମିଳିତ ମଞ୍ଚ

ନୂଆଦିଲ୍ଲୀ,୩।୬: ଲୋକସଭା ନିର୍ବାଚନର ଫଳାଫଳ ଧୀରେ ଧୀରେ ଆସିବା ଆରମ୍ଭ କରିଛି। ଏହି ସମୟରେ ଏନଡିଏ ଆଗରେ ଅଛି। କିନ୍ତୁ, ପୂର୍ବ ତୁଳନାରେ ଇଣ୍ଡିଆ ମିଳିତ ମଞ୍ଚ ମଧ୍ୟ ଭଲ ସ୍ଥିତିରେ ଅଛି। ୨୯୯ ଟି ଆସନରେ ଏନଡିଏ ଆଗରେ ରହିଛି। ଏଥିରେ ଜେଡିୟୁର ୧୪ ଟି ସିଟ୍ ସାମିଲ ରହିଛି। ଏଭଳି ପରିସ୍ଥିତିରେ ସରକାର ଗଠନରେ ଜେଡିୟୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଏହି ସମୟରେ ରିପୋର୍ଟ ଅନୁଯାୟୀ ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ କରିବାକୁ ଭାରତ ମିଳିତ ମଞ୍ଚ ପ୍ରସ୍ତାବ ଦେଇଛି।

The post ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ଅଫର ଦେଲା ଇଣ୍ଡିଆ ମିଳିତ ମଞ୍ଚ appeared first on Dharitri Odia News.