ନୀଳଗିରି ବ୍ଲକ୍ରେ ଭିଜିଲାନ୍ସ ଚଢ଼ାଉ, ଫାଇଲ ମଗାଇ ଖୋଳତାଡ଼ କରୁଛନ୍ତି ଅଧିକାରୀ
ନୀଳଗିରି ୮।୮: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକରେ ଭିଜିଲାନ୍ସ ବିଭାଗର ଚଢ଼ାଉ କରିଥିବା ଜଣାପଡିଛି । ପୂର୍ବରୁ ମଛୁଆ ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ପାଇ ଭିଜିଲାନ୍ସ ବିଭାଗର ଅଧିକାରୀ ଫାଇଲ ମଗାଇ ଖୋଳତାଡ଼ କରୁଛନ୍ତି । ଏଭଳି ଅଚାନକ ଚଢ଼ାଉ ନେଇ ବ୍ଲକ ପରିସରରେ ଛାନିଆରେ ଅଧିକାରୀ ଥିବା ଜଣାପଡିଛି । ତେବେ ଅନିୟମିତତା ତଦନ୍ତ ପରିସରଭୁକ୍ତ ଥିବା ଭିଜିଲାନ୍ସ ଅଧିକାରୀ କହିଥିବା ବେଳେ କିଛି ଫାଇଲ ଭିଜିଲାନ୍ସ ଜବତ କରିଥିବା ବିଡ଼ିଓ କହିଛନ୍ତି ।You Can Read:ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ, ଘରୁ ମିଳିଥିଲା ବିପୁଳ ସମ୍ପତ୍ତି
ନୀଳଗିରି ୮।୮: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକରେ ଭିଜିଲାନ୍ସ ବିଭାଗର ଚଢ଼ାଉ କରିଥିବା ଜଣାପଡିଛି । ପୂର୍ବରୁ ମଛୁଆ ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ପାଇ ଭିଜିଲାନ୍ସ ବିଭାଗର ଅଧିକାରୀ ଫାଇଲ ମଗାଇ ଖୋଳତାଡ଼ କରୁଛନ୍ତି । ଏଭଳି ଅଚାନକ ଚଢ଼ାଉ ନେଇ ବ୍ଲକ ପରିସରରେ ଛାନିଆରେ ଅଧିକାରୀ ଥିବା ଜଣାପଡିଛି । ତେବେ ଅନିୟମିତତା ତଦନ୍ତ ପରିସରଭୁକ୍ତ ଥିବା ଭିଜିଲାନ୍ସ ଅଧିକାରୀ କହିଥିବା ବେଳେ କିଛି ଫାଇଲ ଭିଜିଲାନ୍ସ ଜବତ କରିଥିବା ବିଡ଼ିଓ କହିଛନ୍ତି ।
You Can Read:
ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ, ଘରୁ ମିଳିଥିଲା ବିପୁଳ ସମ୍ପତ୍ତି