ନୂଆ ଯାତ୍ରା ପାର୍ଟି ଓଁକାରରେ ଯୋଗ ଦେଲେ ଜଲିଉଡ କମେଡିଆନ୍ ନରି ପଣ୍ଡା

ନୂଆ ଯାତ୍ରା ପାର୍ଟି ଓଁକାରରେ ଯୋଗ ଦେଲେ ଜଲିଉଡ କମେଡିଆନ୍ ନରି ପଣ୍ଡା। ପ୍ରାୟ ଦୁଇ ମାସ ହେବ ଯାତ୍ରା... The post ନୂଆ ଯାତ୍ରା ପାର୍ଟି ଓଁକାରରେ ଯୋଗ ଦେଲେ ଜଲିଉଡ କମେଡିଆନ୍ ନରି ପଣ୍ଡା appeared first on .

ନୂଆ ଯାତ୍ରା ପାର୍ଟି ଓଁକାରରେ ଯୋଗ ଦେଲେ ଜଲିଉଡ କମେଡିଆନ୍ ନରି ପଣ୍ଡା

ନୂଆ ଯାତ୍ରା ପାର୍ଟି ଓଁକାରରେ ଯୋଗ ଦେଲେ ଜଲିଉଡ କମେଡିଆନ୍ ନରି ପଣ୍ଡା। ପ୍ରାୟ ଦୁଇ ମାସ ହେବ ଯାତ୍ରା ବିବାଦରେ ସେ ଛନ୍ଦି ହୋଇଥିଲେ। ତୁଳସୀ ଯାତ୍ରା ପାର୍ଟି ମାଲିକ ତାଙ୍କୁ ମାଡ଼ ମାରିବା ନରି ପଣ୍ଡା ଅଭିଯୋଗ କରିବା ପରେ ତାଙ୍କୁ ବ୍ୟାନ କରାଯାଇଥିଲା। ଏବେ ସେ ୨୦୨୫-୨୬ ସିଜନ ପାଇଁ ନୂଆ ଯାତ୍ରା ପାର୍ଟି ଓଁକାରରେ ସହିତ ଚୁକ୍ତି କରିଛନ୍ତି। ନାଣ୍ଡୁ ଙ୍କ ବିରୋଧରେ ଦେଇଥିବା FIR ଉପରେ ପୋଲିସର ଭୂମିକା ନେଇ ହସି ହସି କଟାକ୍ଷ କରିଛନ୍ତି ନରି ପଣ୍ଡା। ବାଲିଚନ୍ଦ୍ରପୁର ଥାନା ଆଇଆଇସିଙ୍କୁ ଫୋନ କଲେ ତଦନ୍ତ ଚାଲୁଥିବା କହି ଦିନ ଗଡାଉଛନ୍ତି। ଏତଲା ଦେବାକୁ ୨ ମାସ ହୋଇଗଲା। ନ୍ୟାୟ ପାଇଁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ପ୍ରଶ୍ନ କରିଛନ୍ତି ନରି। ଆଇନ ଓ ପୋଲିସ ଉପରେ ଭରସା ଥିଲେ ବି ଦିନ ଗଡୁଥିବାରୁ ତଦନ୍ତ ବାଟବଣା ହେଉନି ପୁଣି ଯାତ୍ରାରେ ଅଭିନୟର ସୁଯୋଗ ପାଉଥିବାରୁ ସେ ଖୁସି। କହିଛନ୍ତି, ମୁହଁରେ ରଙ୍ଗ ବୋଳି ଲୋକଙ୍କୁ ହସାଇବି। ନାଣ୍ଡୁ ବାବୁଙ୍କ କଥା ସମୟ ବୁଝିବ ଓ ଦର୍ଶକ ହିଁ ମୋର ଭଗବାନ ବୋଲି କହିଛନ୍ତି ନରି ପଣ୍ଡା। …

The post ନୂଆ ଯାତ୍ରା ପାର୍ଟି ଓଁକାରରେ ଯୋଗ ଦେଲେ ଜଲିଉଡ କମେଡିଆନ୍ ନରି ପଣ୍ଡା appeared first on .