ନୂଆ ସିଏସ୍ ନା ରିପିଟ୍?
ରାଜ୍ୟ ଦେଖିବ କି ପ୍ରଶାସନିକ କଳର ନୂଆ ମୁଖିଆ? ନା ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜାଙ୍କୁ ଏକ୍ସଟନସନ ଦେବେ ସରକାର? ତେବେ ଗଲା ୬ମାସରେ ମନୋଜଙ୍କ କାର୍ଯ୍ୟଦକ୍ଷତା ଦେଖି ରାଜ୍ୟ ସରକାର ତାଙ୍କୁ ପୁରସ୍କୃତ କରିପାରନ୍ତି ବୋଲି ଚର୍ଚ୍ଚା । ଆଉ ଯଦି ନୂଆ ବାଛନ୍ତି, କିଏ କିଏ ତାଲିକାରେ ଅଛନ୍ତି ଆସନ୍ତୁ ଦେଖିବା ଏହି ରିପୋର୍ଟ।