ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା

ନୂଆପଡା ୧୩।୪: ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ଲାଗିଲା ନିଆଁ । ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ନୂଆପଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଷ୍ଟେନୋଙ୍କ ଚ୍ୟାମ୍ବରରେ ନିଆଁ ଲାଗିଥିବା ବେଳେ କାଚ ଭାଙ୍ଗି ନିଆଁକୁ ଆୟତ୍ତ କଲା ନୂଆପଡା ଅଗ୍ନିଶମ ବାହିନୀ । ଏସି ଓ ଚୌକି ଟେବୁଲରେ ନିଆଁ ଲାଗିଥିବା ବେଳେ ଫାଇଲ ପତ୍ର ପୋଡିଛି କି ନାହିଁ ଜଣାପଡି ନାହିଁ ।You Can Read:ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟାକଲା ସମ୍ପର୍କୀୟ ଭାଇ

ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା

ନୂଆପଡା ୧୩।୪: ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ଲାଗିଲା ନିଆଁ । ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ନୂଆପଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଷ୍ଟେନୋଙ୍କ ଚ୍ୟାମ୍ବରରେ ନିଆଁ ଲାଗିଥିବା ବେଳେ କାଚ ଭାଙ୍ଗି ନିଆଁକୁ ଆୟତ୍ତ କଲା ନୂଆପଡା ଅଗ୍ନିଶମ ବାହିନୀ । ଏସି ଓ ଚୌକି ଟେବୁଲରେ ନିଆଁ ଲାଗିଥିବା ବେଳେ ଫାଇଲ ପତ୍ର ପୋଡିଛି କି ନାହିଁ ଜଣାପଡି ନାହିଁ ।

You Can Read:

ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟାକଲା ସମ୍ପର୍କୀୟ ଭାଇ