ନୂଆପଡ଼ାରେ ଆମ୍ବେଡ଼କର ଜୟନ୍ତୀ
ନୂଆପଡ଼ା,୧୪ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସାପ୍ତାହିକ ବଜାର ପଡିଆଠାରେ ବାବା ସାହେବ ଆମ୍ବେଡ଼କର ଜୟନ୍ତୀ ପାଳିତ ହୋଇଯାଇଛି l ପର୍ଶୁରାମ ଅହିରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓକିଲ ସଂଘ ପୂର୍ବତନ ଜିଲା ସଭାପତି ପ୍ରସନ୍ନ କୁମାର ପାଢ଼ୀ ମୁଖ୍ୟ ଅତିଥି, ଜିଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ସରପଞ୍ଚ ଶ୍ୟାମସୁନ୍ଦର ପୃଷ୍ଟି, କାଳିଆ ପ୍ରଧାନ, ଯୁଗଳ ସାହୁ, ରଞ୍ଜିତ ସୁନାନି, ଯୋଗେନ୍ଦ୍ର ବାଗ, ସନ୍ତୋଷିନି ସୁନା, ସନ୍ତୋଷିନି ବାଗ ପ୍ରମୁଖ […] The post ନୂଆପଡ଼ାରେ ଆମ୍ବେଡ଼କର ଜୟନ୍ତୀ appeared first on Dharitri Odia News.
ନୂଆପଡ଼ା,୧୪ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସାପ୍ତାହିକ ବଜାର ପଡିଆଠାରେ ବାବା ସାହେବ ଆମ୍ବେଡ଼କର ଜୟନ୍ତୀ ପାଳିତ ହୋଇଯାଇଛି l ପର୍ଶୁରାମ ଅହିରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓକିଲ ସଂଘ ପୂର୍ବତନ ଜିଲା ସଭାପତି ପ୍ରସନ୍ନ କୁମାର ପାଢ଼ୀ ମୁଖ୍ୟ ଅତିଥି, ଜିଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ସରପଞ୍ଚ ଶ୍ୟାମସୁନ୍ଦର ପୃଷ୍ଟି, କାଳିଆ ପ୍ରଧାନ, ଯୁଗଳ ସାହୁ, ରଞ୍ଜିତ ସୁନାନି, ଯୋଗେନ୍ଦ୍ର ବାଗ, ସନ୍ତୋଷିନି ସୁନା, ସନ୍ତୋଷିନି ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆମ୍ବେଡକରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଞ୍ଚଳର ଜନ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଯୁବକ ସଂଘ ସଦସ୍ୟ ଉପସ୍ଥିତ ଥିଲେ।
The post ନୂଆପଡ଼ାରେ ଆମ୍ବେଡ଼କର ଜୟନ୍ତୀ appeared first on Dharitri Odia News.