ନୂଆବର୍ଷରେ ଅଘଟଣ: ଦୁନିଆକୁ ଜାଣିବା ପୂର୍ବରୁ ଲିଭିଗଲା ଜୀବନ ଦୀପ

କଟକ,୧।୧: କୁନି ଝିଅ ଉପରେ ମାଡ଼ିଗଲା ହାଇୱା। ଏଭଳି ଅଭାବନୀୟ ଘଟଣା ଘଟିଛି ଯୋବ୍ରା ବ୍ୟାରେଜ ନିକଟରେ। ବାଇକ୍‌କୁ ହାଇୱା ଧକ୍କା ଦେବା ଫଳରେ ଏଭଳି ଘଟଣା ଘଟିଛି। କୁନି ଝିଅଟି ମଉସା ସହ ବାଇକେ୍‌ର ଯିବା ବେଳେ ହାଇୱା ଧକ୍କା ଦେଇଛି। ବାଇକରୁ ଖସି ପଡ଼ିଥିଳେ ମଉସା,ଝିଆରୀ। କୁନି ଝିଅଟି ରାସ୍ତାରେ ଯାଉଥିବା ଟ୍ରକ ଚକା ତଳେ ପଡ଼ି ଚାପି ହୋଇଗଲା । ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ନୂଆ ବର୍ଷରେରେ ଏଭଳି ଘଟଣା ଶୋକର […] The post ନୂଆବର୍ଷରେ ଅଘଟଣ: ଦୁନିଆକୁ ଜାଣିବା ପୂର୍ବରୁ ଲିଭିଗଲା ଜୀବନ ଦୀପ appeared first on Dharitri Odia News.

ନୂଆବର୍ଷରେ ଅଘଟଣ: ଦୁନିଆକୁ  ଜାଣିବା ପୂର୍ବରୁ ଲିଭିଗଲା ଜୀବନ ଦୀପ

କଟକ,୧।୧: କୁନି ଝିଅ ଉପରେ ମାଡ଼ିଗଲା ହାଇୱା। ଏଭଳି ଅଭାବନୀୟ ଘଟଣା ଘଟିଛି ଯୋବ୍ରା ବ୍ୟାରେଜ ନିକଟରେ। ବାଇକ୍‌କୁ ହାଇୱା ଧକ୍କା ଦେବା ଫଳରେ ଏଭଳି ଘଟଣା ଘଟିଛି। କୁନି ଝିଅଟି ମଉସା ସହ ବାଇକେ୍‌ର ଯିବା ବେଳେ ହାଇୱା ଧକ୍କା ଦେଇଛି। ବାଇକରୁ ଖସି ପଡ଼ିଥିଳେ ମଉସା,ଝିଆରୀ। କୁନି ଝିଅଟି ରାସ୍ତାରେ ଯାଉଥିବା ଟ୍ରକ ଚକା ତଳେ ପଡ଼ି ଚାପି ହୋଇଗଲା । ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ନୂଆ ବର୍ଷରେରେ ଏଭଳି ଘଟଣା ଶୋକର ଛାୟା ଖେଳି ଯାଇଛି।

The post ନୂଆବର୍ଷରେ ଅଘଟଣ: ଦୁନିଆକୁ ଜାଣିବା ପୂର୍ବରୁ ଲିଭିଗଲା ଜୀବନ ଦୀପ appeared first on Dharitri Odia News.