ନୂତନ ଥାନାଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଦିଗପହଣ୍ଡି,୧୧।୧୨ (ଅଶେଷ ନାଥ ମିଶ୍ର):ସାନଖେମୁଣ୍ଡି ବ୍ଲକ ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲଙ୍କ ଚମାଖଣ୍ଡି ଥାନାଧିକାରୀ ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଜିଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଦୀପ୍ତି ରଞ୍ଜନ ବେହେରାଙ୍କୁ ନିଯୁକ୍ତି ମିଳିଛି। ଦୀପ୍ତି ରଞ୍ଜନ ୨୦୨୨-୨୪ ମାର୍ଚ୍ଚ ଯାଏ ଦିଗପହଣ୍ଡି ଥାନାରେ କାର୍ଯ୍ୟକରି ଥିଲେ। ମଙ୍ଗଳବାର ପାଟପୁର ଥାନାଧିକାରୀ ଭାବେ କାର୍ଯ୍ୟ ଗ୍ରହଣ କରିଛନ୍ତି। The post ନୂତନ ଥାନାଧିକାରୀଙ୍କ ଦାୟିତ୍ୱ ଗ୍ରହଣ appeared first on Dharitri Odia News.

ନୂତନ ଥାନାଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଦିଗପହଣ୍ଡି,୧୧।୧୨ (ଅଶେଷ ନାଥ ମିଶ୍ର):ସାନଖେମୁଣ୍ଡି ବ୍ଲକ ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲଙ୍କ ଚମାଖଣ୍ଡି ଥାନାଧିକାରୀ ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଜିଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଦୀପ୍ତି ରଞ୍ଜନ ବେହେରାଙ୍କୁ ନିଯୁକ୍ତି ମିଳିଛି। ଦୀପ୍ତି ରଞ୍ଜନ ୨୦୨୨-୨୪ ମାର୍ଚ୍ଚ ଯାଏ ଦିଗପହଣ୍ଡି ଥାନାରେ କାର୍ଯ୍ୟକରି ଥିଲେ। ମଙ୍ଗଳବାର ପାଟପୁର ଥାନାଧିକାରୀ ଭାବେ କାର୍ଯ୍ୟ ଗ୍ରହଣ କରିଛନ୍ତି।

The post ନୂତନ ଥାନାଧିକାରୀଙ୍କ ଦାୟିତ୍ୱ ଗ୍ରହଣ appeared first on Dharitri Odia News.