ନୋବେଲ ପୁରସ୍କାର ପାଇଁ ବିକଳ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ'ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘ମୁଁ ଯାହା କଲେ ମଧ୍ୟ, ମୋତେ ନୋବେଲ ଶାନ୍ତି ପୁରସ୍କାର ମିଳିବ ନାହିଁ ।’

ନୋବେଲ ପୁରସ୍କାର ପାଇଁ ବିକଳ ଟ୍ରମ୍ପ
Array